August 22, 2026
Home » epa news » Page 327

epa news

ବରଗଡ଼ ଧନୁଯାତ୍ରା ରେ ମା’ ତାରିଣୀ ନୃତ୍ୟଶିକ୍ଷା କେନ୍ଦ୍ର ସମ୍ବର୍ଦ୍ଧିତ

କେନ୍ଦୁଝର: ବହୁ ପ୍ରତିକ୍ଷିତ ରାଜ୍ୟ ପ୍ରସିଦ୍ଧ ବରଗଡ଼ ଠାରେ ଅନୁଷ୍ଠିତ ୭୮ ତମ ଧନୁଯାତ୍ରାରେ ଘଟଗାଁ ମା' ତାରିଣୀ ନୃତ୍ୟଶିକ୍ଷା କେନ୍ଦ୍ର ଦ୍ଵାରା ଆୟୋଜିତ ପରିବେଷିତ କଂସଙ୍କ...

ରାହସ୍ୟମୟୀ ତାରିଣୀ ଉନ୍ମୋଚିତ

କେନ୍ଦୁଝର: କେନ୍ଦୁଝରର ପ୍ରବୀଣ ଐତିହାସିକ ନିରଞ୍ଜନ ବାରିକଙ୍କ ବହୁ ଗବେଷଣାଲବ୍ଧ ପୁସ୍ତକ ରହସ୍ୟମୟୀ ତାରିଣୀ କେନ୍ଦୁଝରର ଭୂତପୂର୍ବ ଜିଲ୍ଲାପାଳ ଡ. ଅରୁଣ ପଣ୍ଡାଙ୍କ ଦ୍ଵାରା ସ୍ଥାନୀୟ ସର୍କିଟ...

ଜନ୍ମେଜୟ ପାତ୍ରଙ୍କର ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ସେ ମଣିଷ ପରି ମଣିଷ ଥିଲେ.... ଧର୍ମଗଡ଼ ସାହିତ୍ୟ ସଂସଦ ଆନୁକୁଲ୍ୟରେ ସ୍ବର୍ଗତ ଜନ୍ମେଜୟ ପାତ୍ରଙ୍କର ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଧର୍ମଗଡ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ...

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା- ୨୦୨୬ ଉଦ୍ଘାଟିତ

ନବରଙ୍ଗପୁର ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ସମଗ୍ର ବିକାଶ ,ଚାଷୀ ଓ ପ୍ରାଣୀପାଳକ ମାନଙ୍କ ଆୟବୃଦ୍ଧି ଏବଂ ସ୍ଵୟଂ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ସ୍ଥାନୀୟ ଆର୍...

କଚ୍ଛପ ଗତିରେ ଚାଲିଛି ପୂର୍ତ୍ତ ବିଭାଗ ରାସ୍ତା କାମ:ପରିବାର ପାଣି ପାଇଁ ଡହଳବିକଳ ଠିକାଦାର ନିରବ ଦ୍ରଷ୍ଟା

କଚ୍ଛପ ଗତିରେ ଚାଲିଛି ପୂର୍ତ୍ତ ବିଭାଗ ରାସ୍ତା କାମ ପାଣି ପାଇପ ଫଟେଇ ପନ୍ଦର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ବ୍ରାହ୍ମଣଧରା ଗ୍ରାମ...

ଜାନକୀ ବଲ୍ଲଭ ଜନ୍ମ ଶତବାର୍ଷିକୀ ଉତ୍ସବ ମହା ସମାରୋହରେ ପାଳିତ

ଭୁବନେଶ୍ୱର :ଓଡ଼ିଶାର ଜସ୍ଵଶି ମୁଖ୍ୟମନ୍ତ୍ରୀ ଥିବା ତଥା ଆସାମର ପୂର୍ବତନ ରାଜ୍ୟପାଳ ଆଧୁନିକ ଓଡ଼ିଶା ନିର୍ମାଣର ପ୍ରମୁଖ ବିନ୍ଧାଣୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ...

ପୁଷ ପୂର୍ଣ୍ଣିମା ରେ ସମୁଦ୍ର ଆରତୀ

ବ୍ରହ୍ମପୁର: ଆଦିତ୍ୟ ବାହିନୀ -ଆନନ୍ଦ ବାହିନୀ ଓ ପୀଠ ପରିଷଦ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପୈଷ ପୂର୍ଣ୍ଣିମା ଅବସରରେ ଗୋପାଳ ପୁର ନିକଟସ୍ଥ ବକ୍ସି ପଲ୍ଲୀ...

ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି କ୍ଷମା ପ୍ରାର୍ଥନା କରିଥିଲେକଂସ ଭୂମିକାରେ ଅଭିନୟ କରିଥିବା ସୁଶିଲ ମେହେର

କଂସ ବଦ୍ଧ ସହ ଶଷ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ତେବେ ଧନୁଯାତ୍ରା ଶେଷ ହୋଇଥିଲେ ମଧ୍ୟ ଧନୁଯାତ୍ରାର ପରମ୍ପରା ସରି ନାହିଁ। କାରଣ କଂସ ମହାରାଜ...

ବିଶ୍ବମ୍ଭର ବିଦ୍ୟାପୀଠ ରେ ପିଏମଶ୍ରୀ ଉତ୍ସବ ପାଳିତ।

ପୁରୀ: ଜାତୀୟ ଶିକ୍ଷା ନୀତି ର ମୁଖ୍ୟ ଉଦ୍ଦେଶ୍ୟ ଶିକ୍ଷାନୁଷ୍ଠାନ ର ଭିତ୍ତିଭୂମିର ବିକାଶ ସହ ବିଦ୍ୟାର୍ଥୀ ଙ୍କର ସର୍ବାଙ୍ଗୀନ ବିକାଶ ବୋଲି କହିଛନ୍ତି ପୁରୀ ଲୋକସଭା...

କୋରାପୁଟ ଜିଲ୍ଲାପାଳଙ୍କ ଜୟପୁର ବ୍ଲକର ବିଭିନ୍ନ ସ୍ଥାନ ଗସ୍ତ

କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଶନିବାର ଦିନ ଜୟପୁର ବ୍ଲକରେ ଥିବା ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ । ଏହି ଗସ୍ତ ଅବସରରେ ଆଜି ଗଡପଦର...

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।