April 23, 2026
Home » epa news » Page 716

epa news

ସମ୍ବିଧାନ ଦିବସରେ ଆଇନ ପାଠ ପଢିଲେ ଶ୍ରମିକ

ଛତ୍ରପୁର: ଛତ୍ରପୁରସ୍ଥିତ ସ୍ଥାନୀୟ କଣମଣା ବାତ୍ୟା ଆଶ୍ରୟସ୍ଥଳୀରେ ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ ଶତାଧିକ ଶ୍ରମିକଙ୍କ ଉପସ୍ଥିତିରେ ୭୫ତମ ସମ୍ବିଧାନ ଦିବସ ଆଇନଜୀବୀ ଦୀପକ ପଟ୍ଟନାୟକଙ୍କ ପୌରହିତ୍ୟରେ ପାଳିତ...

ପଛୁଆବର୍ଗ ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳା ଉଦ୍ୟୋଗୀ ସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଗଞ୍ଜାମ ଜିଲ୍ଲା ପଛୁଆବର୍ଗ ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳା...

କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତିବାଦ ରେ ..ସଂଯୁକ୍ତ କିଷାନ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର:ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ନୀତି ବିରୁଦ୍ଧରେ ଦେଶବ୍ୟାପୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ...

ବିନିକା ଗୋକୁଳାଷ୍ଟମୀ ଯାତ୍ରାର ସପ୍ତମ ସନ୍ଧ୍ୟାରେ କୃଷ୍ଣ ଙ୍କ ବଟୁ ଲୀଳା ଓ ଅର୍ଘାସୁର ବଧ ଅନୁଷ୍ଠିତ

ସୁବର୍ଣ୍ଣପୁର -- ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର କଂସାରୀପଡା ବ୍ରଜବିହାରୀ ନୃତ୍ୟ କଳା ଓ ପୁର୍ଣ୍ଣମାସୀ ଯୁବକ ସଂଘ ର ମିଳିତ ଆୟୋଜନ ରେ ୨୪୧ତମ ଗୋକୁଳାଷ୍ଟମୀ...

ଓଡିଶାରେ  ଜାତି- ଭିତ୍ତିକ ଜନଗଣନା ଦାବିରେ ସମାଜବାଦୀ ପାର୍ଟିର  ଗଣ ଧାରଣା  ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ୱର: ଜାତି ଜନଗଣନା ପ୍ରସଙ୍ଗରେ ସର୍ବଭାରତୀୟ ସ୍ତରରେ  ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଦାବି କରି ଆସୁଥିବା ବେଳେ ଇଣ୍ଡିଆ ମେଣ୍ଟର ସମସ୍ତ ଭାଗିଦାରୀ...

ଆଇ.ଏମ. ଟି. ଫାର୍ମାସୀ କଲେଜ ଆନୁକୁଲ୍ୟରେ ଜାତୀୟ ଫାର୍ମାସୀ ସପ୍ତାହ ୨୦୨୪ ପାଳିତ

ପୁରୀ ଗୋପାଳପୁର ସ୍ଥିତ ଆଇ.ଏମ.ଟି.ଫାର୍ମାସୀ କଲେଜ ଆନୁକୁଲ୍ୟରେ ୬୩ତମ ଜାତୀୟ ଫାର୍ମାସୀ ସପ୍ତାହ ୨୦୨୪, ଅନେକ ଉତ୍ସାହ ଓ ଉଦ୍ଦିପନା ସହ ପାଳିତ ହୋଇ ଯାଇଛି ।ଏହି...

ଓଡ଼ିଶା ଦଳିତ ଅଧିକାର ମଞ୍ଚ ବୌଦ୍ଧ ତରଫରୁ ସମ୍ବିଧାନ ଦିବସ ପାଳିତ l

ସୁବର୍ଣ୍ଣପୁର -- ଓଡ଼ିଶା ଦଳିତ ଅଧିକାର ମଞ୍ଚ ବୌଦ୍ଧ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ରାଜହଂସ...

ସୁବର୍ଣ୍ଣ ଲୋକ ମହୋତ୍ସବ 2025 ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଜାନୁଆରୀ 6 ରୁ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସୁବର୍ଣ୍ଣ ଲୋକ ମହୋତ୍ସବ l

ସୁବର୍ଣ୍ଣପୁର -- ସୁବର୍ଣ୍ଣ ଲୋକ ମହୋତ୍ସବ 2025 ପାଇଁ ଗତକାଲି ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି...

ବାବା ଲୋକନାଥ ଓ ହର ହର ମହାଦେବରେ ପ୍ରକମ୍ପିତ ହେଲା ଯଜ୍ଞସ୍ଥଳ

ପୁରୀ - ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ (ଗୋବିନ୍ଦ ଗୋଧାମ ଗୋଶାଳା) ଏବଂ ରାଜସ୍ଥାନର ଶ୍ରୀ ସୀତାରାମ ଦାସ ଜୀ ମହାରାଜ ବଲଡାଧାମ ବିକାଶ ସମିତି ମିଳିତ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ମହୋଦଧି ଦିବସ ପୋଷ୍ଟର ଉନ୍ମୋଚିତ

ପୁରୀ,୨୬/୧୧- କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥ ତାଙ୍କ ବାସଭବନ ଠାରେ ମହୋଦଧି ଦିବସ ର ଅଫିସିଆଲ୍ ପୋଷ୍ଟର ଉନ୍ମୋଚିତ କରିଛନ୍ତି | ପୁରୀ ସ୍ୱର୍ଣ୍ଣାଭ ବେଳାଭୂମି ଠାରେ...