April 22, 2026
Home » ପଵିତ୍ର ଅକ୍ଷୟ ତୃତୀୟା ଓ ରଥ ନିର୍ମାଣ ର ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପଵିତ୍ର ଅକ୍ଷୟ ତୃତୀୟା ଓ ରଥ ନିର୍ମାଣ ର ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

0
Screenshot 2026-04-22 152044

ପବିତ୍ର ଅକ୍ଷୟ ତୃତୀୟା।ମହାପ୍ରଭୁ ଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଶୁଭାରମ୍ଭ ହେବ। ଏଣୁ ଏହି ପବିତ୍ର ଦିବସ ନେଇ ସାରା ଓଡ଼ିଶା ରେ ଉତ୍ସାହ ଓ ଆନନ୍ଦ ର ମାହୋଲ। ଏହି ଅବସର ରେ ପଵିତ୍ର ଅକ୍ଷୟ ତୃତୀୟା ଓ ରଥ ନିର୍ମାଣ ର ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ପୁରୀ ର ନିଳାଦ୍ରୀ ବିଚ୍ ରେ ଏ ନେଇ ଏକ ସୁନ୍ଦର୍ ବାଲୁକା ଚିତ୍ର କଳା ତିଆରି କରିଛନ୍ତି ସୁଦର୍ଶନ। ବାଲିରେ ମହାପ୍ରଭୁ ଙ୍କ ପ୍ରତିକୃତି ତିଆରି ହେଇଥିବା ବେଳେ ତିନୋଟି ରଥ କାଠ କୁ ପୂଜାର୍ଚନା କରାଯାଉଥିବା ର ପ୍ରତିକୃତି କୁ ଅତି ନିଖୁଣ ଭାବରେ ବାଲୁକା ଚିତ୍ର କଳା ରେ ଦର୍ଶାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

 

SOUBHAGYA PATTANAYAK NKA REPORT

Leave a Reply

Your email address will not be published. Required fields are marked *