ପାଣି ଟାଙ୍କି ଟ୍ରାକ୍ଟର ଭାରସାମ ହରାଇ ଦୁର୍ଘଟଣାଗ୍ରସ୍ତ…ଜଣେ ମୃତ ,ଦୁଇ ଗୁରୁତର
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କେଲ୍ଲାର ଛକ ନିକଟରେଶୁକ୍ରବାର ସନ୍ଧ୍ୟା ୦୪.୧୫ ସମୟରେ ଏକ ପାଣି ଟାଙ୍କି ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।...
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କେଲ୍ଲାର ଛକ ନିକଟରେଶୁକ୍ରବାର ସନ୍ଧ୍ୟା ୦୪.୧୫ ସମୟରେ ଏକ ପାଣି ଟାଙ୍କି ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।...
ରାମନାଗୁଡ଼ା:ୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ସାଧାରଣ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ।ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ...
ଜଗତସିଂହପୁର ଜିଲ୍ଲାରେ ଖରିଫ ବର୍ଷ ୨୦୨୪ -୨୫ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା...
ତିର୍ତୋଲ ମହାନଦୀ ପଠା ଗୋପିଆ କୁଦ ଠାରେ ଚେରିତୋଳ ବାଲିଯାତ୍ରା ର ୪ର୍ଥ ସନ୍ଦ୍ୟା ବଡ଼ ରୋଚକ ଥିଲା ମହିଳା ନେତ୍ରୀମାନେ ଓଡିଶା ପୁଅ ଙ୍କ ସାହସ...
ଜଗତସିଂହପୁର:/ତିର୍ତୋଲ ୧୧୭୧ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ, ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି...
ବ୍ରହ୍ମପୁର: ମଣ୍ଡଳ କାରାଗାର ପରିସରରେ ସହିଦ୍ ଲକ୍ଷ୍ମଣ ନାୟକଙ୍କ ୧୨୫ ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳନ ହୋଇଯାଇଛି । ଏଥିରେ...
କୋରାପୁଟ ଜିଲ୍ଲା ଦଶମନ୍ତପୁର ଠାରେ ବ୍ଲକ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ_୨୦୨୪ ଉଦଘାଟିତ ହୋଇଯାଇଛି । ଏହି ଆଦିବାସୀ ସାଂସ୍କୃତିକ ଓ ଲୋକକଳା ମହୋତ୍ସବ ପରବ ରଉଦଘାଟାନୀ...
ଗୁଣପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିନରେ ଗୁଣପୁର, ରାମନଗୁଡା ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ...
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ...
ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ବିପ୍ଳବୀ ଆଦିବାସୀ ଜନନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୬ତମ ଜନ୍ମ ଜୟନ୍ତୀକୁ ରାୟଗଡା ଜିଲ୍ଳା ପ୍ରଶାସନ ତଥା ଜିଲ୍ଳା ସୂଚନା ଓ...