March 22, 2026
Home » epa news » Page 753

epa news

ମୋବାଇଲରେ ଏମିତି ଭିଡିଓ ମିଳିଲେ ଏବେ ସିଧା ଯିବେ ଜେଲ, ସିଜେଆଇଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୩।୯: ଯଦି ଆପଣଙ୍କ ଫୋନରେ ଶିଶୁ ଅଶ୍ଳୀଳତା ବା ଚାଇଲ୍ଡ ପର୍ନୋଗ୍ରାଫି ସମ୍ବନ୍ଧୀୟ ଭିଡିଓ ମିଳୁଛି, ତେବେ ଆପଣ ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯଦି ଏପରି...

ପୁଣି ଚର୍ଚ୍ଚାରେ ଭରତପୁର: ନୂତନ ଆଇଆଇସି କଲେ ଯଜ୍ଞ, ଲଙ୍କା, ଲେମ୍ବୁ ଲଗାଇ…

ଭୁବନେଶ୍ୱର: ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ ଆଉ ଏକ ଫର୍ଦ୍ଦ ଚର୍ଚ୍ଚାରେ ଜୋଡି ହୋଇଯାଇଛି। ଥାନାରେ ନୂଆ ଆଇଆଇସି ପୂଜାପାଠ କରିଛନ୍ତି । କାର୍ଯ୍ୟରେ...

ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ ଢେଙ୍କାନାଳ ଜିଲ୍ଲା କମିଟି ଦ୍ଵାରା ଜିଲାପାଳଙ୍କ ଅଫିସ୍ ଘେରାଉ

  କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଆହ୍ଵାନରେ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ୨୩ ସେପ୍ଟେମ୍ବର ଦେଶ ବ୍ୟାପୀ କଳା ଦିବସ ପାଳନ ଅବସରରେ...

ରାୟଗଡାର ଡିଏଫଓ ଦ୍ଵାରା ଲକ୍ଷ ଲକ୍ଷ ଟଙ୍କା ଦେବାକୁ କୁହାଯିବା ପରେ ମାନସିକ ଯନ୍ତ୍ରଣାରେ ଫରେଷ୍ଟର ଆତ୍ମହତ୍ୟା କଲେ

  ଜଙ୍ଗଲ ମନ୍ତ୍ରୀ ମୃତକଙ୍କ ପରିବାର ଘର ପରିଦର୍ଶନ କରି ଦେଲେ ଆଶ୍ଵାସନା ଫରେଷ୍ଟରଙ୍କ ପରିବାର ପିସି ଚାପରେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି, ରାୟାଗଡା ଡିଏଫଓ...

କଲ୍ୟାଣସିଂପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣସିଂପୁର ବ୍ଲକ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ...

ପୁନେ ରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ଙ୍କ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ l

ନୂଆଁଖାଇ ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ। ଏହି ନିଆରା କୃଷି ଭିତ୍ତିକ ପର୍ବ ରେ ପ୍ରବାସୀ ପଶ୍ଚିମ ଓଡ଼ିଶା ବାସୀ ନୂତନ ଭାବେ ଅମଳ ଧାନ...

ପରିଚୟ ପତ୍ର ପ୍ରଦାନ ପାଇଁ ଦାବି

ସୁବର୍ଣ୍ଣପୁର --- ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ ରେ ପଞ୍ଜିକୃତ ହୋଇଥିବା ନୂତନ ସଦସ୍ୟ/ ସଦସ୍ୟା ମାନଙ୍କୁ ପରିଚୟ ପତ୍ର ପ୍ରଦାନ...

ବୀରମହାରାଜପୁର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ :ବିଭିନ୍ନ ୪୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ l

  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ...

ତରଭାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

  ସୁବର୍ଣ୍ଣପୁର --ସ୍ଥାନୀୟ ଭାଷା ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ଓ ତହଁକ ସାହିତ୍ୟ କୁଟୁମ୍, ବଲାଙ୍ଗୀର ମିଳିତ ସହଯୋଗିତାରେ ନବଜ୍ୟୋତି କ୍ଲବଠାରେ ନୂଆଁଖାଇ...

ଆଇ.ଆର୍.ଇ.ଏଲ. (ଇଣ୍ଡିଆ) ଏବଂ ଗୋପାଳପୁର ବନ୍ଦର ପ୍ରତିଷ୍ଠାନରେ ସ୍ଥାୟୀ ନିଯୁକ୍ତି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର !

  ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ଗ୍ରାମ ପଞ୍ଚାୟତ ଏବଂ ଆଖପାଖ ସ୍ଥାନୀୟ ଅଞ୍ଚଳର ଯୁବକଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବୀ ନେଇ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ...