ଗୋଳାମୁଣ୍ଡା ବ୍ଲକ ଘୋଟିଆ ରୁ ଆରମ୍ଭ ହେଲା ଚଳିତ ବର୍ଷ ଖରିଫ ଧାନ ମଣ୍ଡି । ମଣ୍ଡି କିପରି ବ୍ୟବସ୍ଥିତ ଭାବେ ଚାଲିବ ସେନେଇ ଚିନ୍ତାରେ ଚାଷୀ….
କଳାହାଣ୍ଡି ଜିଲ୍ଲାରେ ଶୁକ୍ରବାର ଠାରୁ ଆରମ୍ଭ ହେଲା ଖରିଫ ଧାନ କିଣା ପ୍ରକ୍ରିୟା l ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଘୋଟିଆ ଧାନ ମଣ୍ଡିରେ ଧର୍ମଗଡ...
