December 27, 2025
Home » ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସୂଚନା ଓ ଲୋକ ସମ୍ପର୍କ ବିଭାଗଙ୍କ କଟକ ମା’ ଚଣ୍ଡୀଙ୍କ ପୂଜା ଅର୍ଚ୍ଚନା ସହ ଦର୍ଶନ

ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସୂଚନା ଓ ଲୋକ ସମ୍ପର୍କ ବିଭାଗଙ୍କ କଟକ ମା’ ଚଣ୍ଡୀଙ୍କ ପୂଜା ଅର୍ଚ୍ଚନା ସହ ଦର୍ଶନ

0
WhatsApp Image 2025-11-09 at 12.54.53 PM

 

କଟକ:  ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସୂଚନା ଓ ଲୋକ ସମ୍ପର୍କ ଓ ଶିଳ୍ପ ବିଭାଗ,ଶ୍ରୀ ହେମନ୍ତ କୁମାର ଶର୍ମା ନିଜ ପତ୍ନୀଙ୍କ ସହ ଚଣ୍ଡୀ ମନ୍ଦିର ଆସି ମା’ଙ୍କ ଦର୍ଶନ କରି ପୂଜା ଅର୍ଚ୍ଚନା କରିଥଲେ।

ମନ୍ଦିର ପାର୍ଶ୍ଵ ବୁଲି ଏହାର ଉନ୍ନତି କାର୍ଯ୍ୟ ସଂପର୍କରେ ଅବଗତ ହୋଇଥିବା ସଂମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ। ଏହି ଦର୍ଶନ ସମୟରେ ସଦର ଉପ-ଜିଲ୍ଲାପାଳ, ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଉଭୟ ଅଧିକାରୀ ସ୍ୱାଗତିକା ବେହେରା ଓ ଅଭିରାମ ଦାସ,ମନ୍ଦିର ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *