ଉଦ୍ଘାଟନ ହେଲା ସୋମୁ ମଲ୍ଟି ରେଷ୍ଟରାଣ୍ଟ
ଭୁବନେଶ୍ୱର. ଗତ ରବିବାର ସଂଧ୍ୟାରେ ଭରତପୁର ଷ୍ଟୁଡିଓ ଛକ ରେ ଖୋଲିଯାଇଛି ସୋମୁ ମଲ୍ଟି cuisine resto. ଏହି ମଲ୍ଟି ରେଷ୍ଟ ରାଣ୍ଟ ରେ ଲାଇଭ ସଂଗୀତ ସହିତ ସ୍ୱାଦିଷ୍ଟ ଖାଦ୍ୟ ର ଭଣ୍ଡାର ରହି ଅଛି l ନିଜ ପରିବାର ସହିତ ଥରେ ଆସି କି ବୁଲି କି ଯାଉନ୍ତୁ ଏକ ରଙ୍ଗୀନ ପରିବେଶ ରେ ହୋଟେଲ କୁ ସଜେଇ ହେଇ ଥିବା ବେଳେ ଖୁବ କମ ଖର୍ଚ୍ଚ ରେ ଖାଦ୍ୟ ର ମଜା ଉଠେଇ ପାରିବେ ବୋଲି ସୋମୁ ମଲ୍ଟି ରେଷ୍ଟରାଣ୍ଟ ର ପ୍ରତିଷ୍ଠାତା ଉଦୟକର ସାହୁ କହିଥିଲେ।

ଏଠାରେ ଇଣ୍ଡିଆନ. ଚାଇନିଜ. ସାଉଥଇଣ୍ଡିଆନ. ଏମିତିକି ବିଦେଶୀ ଖାଦ୍ୟ ମଧ୍ୟ ଅଡ଼ର କରି ସୁଲଭ ମୂଲ୍ୟରେ ଖାଇ ପାରିବେ ।ଏହାର ଭିତର ଡିଜାଇନ୍ ବହୁତ ବଢିଆ ହେଇଛି ଯେଉଁଠି ସାଙ୍ଗସାଥୀ ଓ ପୁରା ପରିବାର ବସି ଖାଇବା ସହିତ ସୁନ୍ଦର ଫଟୋ ଭିଡ଼ିଓ ବି ସୁଟିଂ କରିପାରିବେ ।ଏହି ରେଷ୍ଟୁରାଣ୍ଟ ରେ ଲାଇଭ ମ୍ୟୁଜିକ ର ଆନନ୍ଦ ବି ନେଇପାରିବେ। ଏଥିରେ ଉଦୟକର ସାହୁ ଙ୍କ ପରିବାର ଓ ଅଫିସ ଷ୍ଟାଫ୍ ପ୍ରାୟ ସମସ୍ତେ ଉପସ୍ଥିତ ରହିଥିଲେ ।
Bhubaneswar epa ru Ranjita Mohapatra nka report epa news
