February 10, 2026
Home » ଉପଖଣ୍ଡ ସାମ୍ବାଦିକ ସଙ୍ଘ ଓ ସମାଜ ପାଠକ ବିଚାରମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଉପଖଣ୍ଡ ସାମ୍ବାଦିକ ସଙ୍ଘ ଓ ସମାଜ ପାଠକ ବିଚାରମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

0
WhatsApp Image 2025-01-27 at 12.50.33 PM

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ଓ ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ଶୁଭମୟ ନନ୍ଦ ଏବଂ ସମାଜ ପାଠକ ବିଚାର ମଞ୍ଚ ର ସଭାପତି ଜ୍ଞାନ ରଞ୍ଜନ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ l ଏଥିରେ ସଂଘର ସାଧାରଣ ସମ୍ପାଦକ ପ୍ରକାଶ କୁମାର ପାତ୍ର,ଅନିଲ କୁମାର ନାୟକ, ଚିତ୍ତ ରଞ୍ଜନ ଦିବେଦି, ଦୟାନିଧି ସାହୁ, ଦୈତାରୀ ବେହେରା, ସୌମ୍ୟରଞ୍ଜନ ନାୟକ, ସୁମିତ୍ରା ମିଶ୍ର, ନିହାର ରଞ୍ଜନ ରାଉତ, ଜ୍ୟୋତି ରଞ୍ଜନ ସାହୁ, ବିଷ୍ଣୁ ଚରଣ ସେଠୀ, ଦୁର୍ଯ୍ୟୋଧନ, ପଦ୍ମନାଭ ଦାସ,ପ୍ରହ୍ଲାଦ ମୁଦୁଲି,ସୁମନ୍ତ କୁମାର ଜେନା, ତରଣୀ ସେନ ବାରିକ, ପର୍ଶୁରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ

କାମାକ୍ଷାନଗର ଇପିଏ ରାଜ କିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *