May 23, 2026
Home » ଚାଷୀଙ୍କଠାରୁ ଧାନ କିଣିବା ସରକାରୀ ନିଷ୍କ୍ରିୟତାର ବିରୁଦ୍ଧରେ ଯୋଗାଣ ବିଭାଗ ସମୁଖରେ ଗଣ ଧାରଣା ।

ଚାଷୀଙ୍କଠାରୁ ଧାନ କିଣିବା ସରକାରୀ ନିଷ୍କ୍ରିୟତାର ବିରୁଦ୍ଧରେ ଯୋଗାଣ ବିଭାଗ ସମୁଖରେ ଗଣ ଧାରଣା ।

0
Screenshot 2026-05-23 144750

ପୁରୀ: ଚାଷୀଙ୍କୁ ଟୁକନ ଦେବା ପରେ ମଧ୍ୟ ସେମାଙ୍କ ଠାରୁ ଧର୍ଯ୍ୟ ହୋଇଥିବା ପରିମାଣର ଧାନ କିଣୁନଥିବା ପ୍ରତିବାଦ ରେ ସୁଆଣ୍ଡ ସେତୁ ସଂଗଠନ ପକ୍ଷରୁ ଗତକାଲି ଠାରୁ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସମୁଖରେ ଧାରଣା ଦିଆଯାଇଛି,

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଚାରୋଟି ପଞ୍ଚାୟତର ଚାଷୀମାନେ ବିଭିର୍ଣ୍ଣ ଅସୁବିଧାର ସମୁଖୀନ ହେଉଛନ୍ତି, ଯଦ୍ୱାରା ସେମାନଙ୍କର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ପଡିଛି, ଯାହା ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଛି ସରକାର ସେମାନଙ୍କ ଠାରୁ ଧାନ ନ କିଣିଲେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ସଂଗଠନର ନେତାମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *