June 4, 2026
Home » ତେଲ ଫେକ୍ଟ୍ରି ରେ ଅଗ୍ନିକାଣ୍ଡ

ତେଲ ଫେକ୍ଟ୍ରି ରେ ଅଗ୍ନିକାଣ୍ଡ

0
WhatsApp Image 2026-06-04 at 1.52.23 PM

ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସାହାଣୀଡିହ ତେଲ ଫେକ୍ଟ୍ରି ରେ ଅଗ୍ନିକାଣ୍ଡ ଘଟିଥିବା ଖବର ଆମର ହସ୍ତଗତ ହୋଇଛି l ଖବର ପାଇ ବିନିକା ଏବଂ ଉଲୁଣ୍ଡାରୁ ଦମକଳ ବାହିନୀର ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା l ରାଇସ ବ୍ରାନ ତେଲ ପେକ୍ଟ୍ରି ଭିତରେ ରହିଥିବା ଅଖା ବସ୍ତା ଗୁଡିକ ରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା l ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ଏହି ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡିନାହିଁ l ଏହି ଖବର ଲେଖା ହେବା ପର୍ଯ୍ୟନ୍ତ ଅଧିକ କିଛି ତଥ୍ୟ ମିଳିପାରିନାହିଁ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *