April 15, 2026
Home » ମା ଗଡ଼ଚଣ୍ଡୀଙ୍କର ଖାଇ ଫୋଡି ଉତ୍ସବ

ମା ଗଡ଼ଚଣ୍ଡୀଙ୍କର ଖାଇ ଫୋଡି ଉତ୍ସବ

0
Screenshot 2026-04-15 134358

ପୁରୀ: ମହା ବିଶୁଭ ସଂକ୍ରାନ୍ତି ଅବସରରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଭିଂପୁର ଗ୍ରାମର ଗଡ଼ଚଣ୍ଡୀ ଠାକୁରାଣୀ ଙ୍କ ନିକଟରେ ପ୍ରସିଦ୍ଧ ଖାଇ ଫୋଡ଼ ଉତ୍ସବ ହୋଇଯାଇଛି। ମାନସିକ ଧାରୀ ମାନେ ଦେହରେ କଣ୍ଟା ଫୋଡି ମାନଙ୍କ ନିକଟରେ କୌଶଳ ପଦର୍ଶନ କରିଥିଲେ,

ଏହି ଉତ୍ସବ ଦେଖିବା ପାଇଁ ଲକ୍ଷଧିକ ଲୋକଙ୍କର ସମାଗମ ହୋଇଥିଲା, ଉତ୍ସବ ସ୍ଥଳରେ ବିଭିର୍ଣ୍ଣ ପକାରର ଅସ୍ଥାୟୀ ଦୋକାନ ଖୋଲି ଯାଇଥିଲା, ପୁରୀ ଜିଲ୍ଲାର ଏହା ଏକ ପ୍ରମୁଖ ଉତ୍ସବ, ଏହି ଉତ୍ସବ ଦେଖିବା ପାଇଁ ଭକ୍ତ ମାନେ ବିଶୁଭ ସଂକ୍ରାନ୍ତି ଦିନଟିକୁ ଅପେକ୍ଷା କରି ରହିଥାନ୍ତି ।

Leave a Reply

Your email address will not be published. Required fields are marked *