June 1, 2026
Home » ସର୍ଟ ସର୍କିଟ ଯୋଗୁଁ ବୈଦ୍ୟନାଥ ସେବା ସମବାୟ ସମିତି ରେ ଅଗ୍ନିକାଣ୍ଡ

ସର୍ଟ ସର୍କିଟ ଯୋଗୁଁ ବୈଦ୍ୟନାଥ ସେବା ସମବାୟ ସମିତି ରେ ଅଗ୍ନିକାଣ୍ଡ

0
WhatsApp Image 2026-06-01 at 4.18.12 PM

ସୁବର୍ଣ୍ଣପୁର — ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ l ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ସ୍ଥିତ ବୈଦ୍ୟନାଥ ସେବା ସମବାୟ ସମିତି (PACS ) ରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି l ସର୍ଟ ସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l ଗତ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା l ଏହି ଅଗ୍ନିକାଣ୍ଡ ରେ ପ୍ୟାକ୍ସ ର କମ୍ପ୍ୟୁଟର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଏସି ପୋଡି ନଷ୍ଟ ହୋଇଥିବା ଜଣାପଡିଛି l ତେବେ ଏହି ଅଗ୍ନିକାଣ୍ଡ ରେ ମୃତାହତ କେହି ହୋଇନଥିବା ଜଣାପଡିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *