ସେ ଦିନର ଛାତ୍ରନେତ୍ରୀ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ

ଦୁଇ ନେତ୍ରୀ ରେଖା ଗୁପ୍ତା ଆଉ ଅଳକା ଲାମ୍ବା ଦିଲ୍ଲୀ ୟୁନିଭରସିଟିର ସଭାପତି ଆଉ ସାଧାରଣ ସମ୍ପାଦକ ଭାବେ ଶପଥ ନେଉଛନ୍ତି । ଆଜି ରେଖା ଗୁପ୍ତାଙ୍କ ନାମ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହୋଇଛି । ଆଉ ଅଳକା ଲାମ୍ବା କଂଗ୍ରେସରୁ ପରାଜିତ ବିଧାୟକ ପ୍ରାର୍ଥୀନୀ ।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )