July 18, 2026
Home » ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

0
WhatsApp Image 2026-07-17 at 8.39.19 PM

ପବିତ୍ର ରଥଯାତ୍ରା ଅବସରରେ ପୁରୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଥିଲା।  ଦିନ ତମାମ ବର୍ଷା ସତ୍ତ୍ୱେ ସେବାଦଳର ୨୦୦ ରୁ ଅଧିକ କର୍ମକର୍ତ୍ତା ରଥଯାତ୍ରାରେ ସେବା ପ୍ରଦାନ କରିବା ସହ ୫୦ ହଜାର ପାଣି ବୋତଲ ଓ ୫୦ ହଜାର ବିସ୍କୁଟ ନିଶୁଳ୍କ ବଣ୍ଟନ କରିଥିଲେ। ଆଜିର ସମସ୍ତ କାର୍ଯ୍ୟକ୍ରମ ସେବାଦଳର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତିଙ୍କ ତତ୍ୱାବଧାନରେ ପରିଚାଳନା କରାଯାଇଥିଲା।

Leave a Reply

Your email address will not be published. Required fields are marked *