ଓଡିଶା ଆଦିତ୍ୟ ବାହିନୀ ନୂତନ ଶାଖା ଗଠନ
କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ଯେଶ୍ବର ଗ୍ରାମର ବାବା ଶ୍ରୀ ଶ୍ରୀ ବୈଦ୍ଯେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ,ଶଶିଭୂଷଣ ବିଶ୍ୱାଳ ଓ କୁଲୁ ବସ୍ତି ଙ୍କ ଆହ୍ବାନରେ ବୈଦ୍ଯେଶ୍ବର ଗ୍ରାମର ଗ୍ରାମବାସୀ ମାନଙ୍କୁ ନେଇ ଆଦିତ୍ୟ ବାହିନୀର “ତ୍ରୀକୂଟ ଶାଖା”ନାମରେ ନୂତନ ଶାଖା ଗଠନ ।
ଶାଖା ଗଠନ ପାଇଁ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧୀଶ ଅନନ୍ତ ଶ୍ରୀ ବିଭୂଷିତ ଶ୍ରୀମଦ୍ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ କରକମଳରେ ପ୍ରତିଷ୍ଠିତ “ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ”ର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ରଜୀ, ରାଜ୍ୟ ମହାମନ୍ତ୍ରୀ କୁମାର ସତ୍ୟଜିତ ବେଜ, ରାଜ୍ୟ ସଂଗଠନ ସମ୍ପାଦକ ଶୁଭେନ୍ଦୁ ସ୍ୱାଇଁ, ଦେବେନ୍ଦ୍ର ସାମଲ, ପ୍ରାକ୍ତନ ରାଷ୍ଟ୍ରୀୟ ମହାମନ୍ତ୍ରୀ ଆଦିତ୍ୟ ବାହିନୀ ସୁରେଶ ବ୍ରହ୍ମଚାରୀ,ପୂର୍ବ ବିଭାଗର ସମ୍ପର୍କ ସଚିବ ବାହୁବଳେନ୍ଦ୍ର ମଲ୍ଲିକ,ପୂର୍ବ ବିଭାଗର ସଂଗଠନ ସଚିବ ଲିଙ୍ଗରାଜ ପତି,ମାନସ ରଞ୍ଜନ ପଣ୍ଡା,ମାନସ ରଞ୍ଜନ ସ୍ବାଇଁ, ଉପସ୍ଥିତିରେ ଏହି ଶାଖାକୁ ବିଧିବଦ୍ଧ ଭାବେ ସ୍ବିକୃତି ପ୍ରଦାନ କରାଗଲା । ପଣ୍ଡିତ ମିଶ୍ରଜୀଙ୍କ ପ୍ରେରଣା ଦାୟକ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ଥିବା ଶତାଧିକ ଗ୍ରାମବାସୀ ଅତ୍ୟନ୍ତ ଅଭିଭୂତ ହୋଇଥିଲେ।
ନୂତନ ଶାଖାର କାର୍ଯ୍ୟକାରୀ ମାନ୍ୟସଦସ୍ୟ ନିମ୍ନରେ ପ୍ରକାଶ କଲୁ ;
ପ୍ରେରକ ଅଶୋକ କୁମାର ବେହେରା
ନିରୀକ୍ଷକ ବିଜୟ କୁମାର ବେହେରା
ନିରୀକ୍ଷକ ଚିତ୍ତରଞ୍ଜନ ନନ୍ଦ ଶର୍ମା
ମାର୍ଗଦର୍ଶକ ପ୍ରେମାନନ୍ଦ ବେହେରା
ମାର୍ଗଦର୍ଶକ ଧ୍ରୁବଚରଣ ସାହୁ
ଆଦିତ୍ୟ ବାହିନୀର
ଅଧ୍ୟକ୍ଷ କୃପାସିନ୍ଧୁ ମହାପାତ୍ର
ଉପାଧ୍ୟକ୍ଷ ବାସୁଦେବ ନାୟକ
ସଚିବ କୃଷ୍ଣ ଚନ୍ଦ୍ର ନାୟକ
ସହ ସଚିବ ଶ୍ରୀକାନ୍ତ ସାହୁ
କୋଷାଧ୍ୟକ୍ଷ ବଳରାମ ନାୟକ
ପ୍ରଚାର ସଚିବ ଦୀପିକ କୁମାର ମହାପାତ୍ର
ସେବା ସଚିବ ସତ୍ଯରଞ୍ଜନ ସାହୁ
ସେବା ସଚିବ ଅଂଶୁମାନ ନାୟକ
ସଂଗଠନ ସଚିବ ପ୍ରଦୀପ କୁମାର ସାହୁ
କାର୍ଯ୍ୟାଳୟ ସଚିବ ଲଲିତ କୁମାର ମଙ୍ଗରାଜ
ଆନନ୍ଦ ବାହିନୀ
ସଂଯୋଜିକା କଳ୍ପନା ନାୟକ
ସହ ସଂଯୋଜକା ସନ୍ଧ୍ୟା ରାଣୀ ନନ୍ଦ ଶର୍ମା
