ଗୀତାଞ୍ଜଳିସ୍କୁଲ୍ ଆଣ୍ଡକଲେଜ ଅପ୍ ନର୍ସିଂ ପକ୍ଷରୁ ନର୍ସିଂ ଦିବସ ପାଳିତ
ଭୁବନେଶ୍ୱର, :ଭୁବନେଶ୍ୱର, ଚନ୍ଦ୍ରଶେଖରପୁରସ୍ଥିତରେଲ୍ ଅଡିଟୋରିୟମ୍ଠାରେ ଗତ ୧୨ ମଇ ୨୦୨୬ ମଙ୍ଗଳବାର ପୂର୍ବାହ୍ଣ ୧୧.୦୦ ଘଟିକାରେଗୀତାଞ୍ଜଳିସ୍କୁଲ୍ ଆଣ୍ଡକଲେଜ ଅପ୍ ନର୍ସିଂ ପକ୍ଷରୁନର୍ସିଂ ଦିବସ ଆଇନ ଓ ଅବକାରୀବିଭାଗରମାନ୍ୟବରମନ୍ତ୍ରୀଶ୍ରୀଯୁକ୍ତ ପୃଥ୍ୱୀରାଜହରିଚନ୍ଦନଙ୍କ କରକମଳରେମହାଆଡମ୍ବରରେ ପାଳିତହୋଇଯାଇଛି।ଉକ୍ତ ନର୍ସିଂ ଦିବସ ପାଳନ ଅବସରରେମୁଖ୍ୟଅତିଥି ଭାବେଆଇନ ଓ ଅବକାରୀବିଭାଗରମାନ୍ୟବରମନ୍ତ୍ରୀଶ୍ରୀଯୁକ୍ତ ପୃଥ୍ୱୀରାଜହରିଚନ୍ଦନ, ମୁଖ୍ୟବକ୍ତାଭାବେ ଭୁବନେଶ୍ୱରଏକାମ୍ରରମାନ୍ୟବରବିଧାୟକଶ୍ରୀଯୁକ୍ତବାବୁସିଂ, ବୈଶିଙ୍ଗାରମାନ୍ୟବରବିଧାୟକଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନକୁମାର ପାଟ୍ଟଶାଶୀ, ପୂର୍ବତନ ବିଧାୟକମାନ୍ୟବର ପ୍ରିୟଦର୍ଶନୀମିଶ୍ର, ଦିବ୍ୟଗ୍ରୁପ୍ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିବ୍ୟଲୋଚନ ନାଏକ, ସମାଜସେବୀ ଅକ୍ଷୟବାରିକ, ଆଶିଶକୁମାରସାହୁ, ଦେବବ୍ରତ ଧର, ଅଭିନେତାଭୋମିକା ଦାସ, ସୁଚିଶ୍ମିତାମିଶ୍ର, ନୟାପଲ୍ଲୀମା’କାଳିମନ୍ଦିରର ପୂଜକ ଅଶୋକ ପାଢ଼ି, ରବିନ୍ଦ୍ର ପଣ୍ଡା, ଦୀପକ୍ ପଟ୍ଟନାୟକ ପ୍ରମୁଖ ପ୍ରଭୁଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକସଭାକାର୍ଯ୍ୟଟିକୁ ଆରମ୍ଭ କରିଥିଲେ।ଉପସ୍ଥିତମାନ୍ୟଗଣ୍ୟ ଆମନ୍ତ୍ରିତ ଅତିଥିମାନେ ଗୀତାଞ୍ଜଳିସ୍କୁଲ୍ ଆଣ୍ଡକଲେଜ ଅପ୍ ନର୍ସିଂ ପକ୍ଷରୁ ପାଳିତଏହି ନର୍ସିଂ ଦିବସଟିକୁଖୁବ୍ ପ୍ରଶଂସାକରିଥିଲେ।ଏହିକାର୍ଯ୍ୟକ୍ରମରେବିଭିନ୍ନସ୍ଥାନରୁ ଆମନ୍ତ୍ରିତହୋଇଥିବାଛାତ୍ରଛାତ୍ରୀମାନଙ୍କମଧ୍ୟରେକୃତିତ୍ୱ ଅର୍ଜନ କରିଥିବାଛାତ୍ରଛାତ୍ରୀମାନଙ୍କୁମାନପତ୍ର ଓ ଉପଢ଼ୋକନ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। ପରିଶେଷରେଉକ୍ତ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଅର୍ପଣକରାଯାଇସଭାସାଙ୍ଗକରାଯାଇଥିଲା।
