April 27, 2025
Home » “ଗୁରୁ ଦିବସ ରେ ଉତ୍ସବମୁଖର ଟି. ଏନ. ଟି “

“ଗୁରୁ ଦିବସ ରେ ଉତ୍ସବମୁଖର ଟି. ଏନ. ଟି “

0
WhatsApp Image 2024-09-06 at 2.51.45 PM (1)

ଗୁରୁ ମାନଙ୍କ ପାଇଁ ବିଶେଷ କରି ଉତ୍ସର୍ଗୀକୃତ ଦିନ ଟି ହେଉଛି ପବିତ୍ର ଗୁରୁ ଦିବସ, ଏହି ଗୁରୁ ଦିବସ ପରିପ୍ରେକ୍ଷୀରେ ବ୍ରହ୍ମପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟି. ଏନ. ଟି ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ Strictly ମିଳିଥିଲା ଶିକ୍ଷକ ମାନଙ୍କ ପ୍ରତି ଗଭୀର ଭକ୍ତି ଓ ଭଲ ପାଇବା ନିଦର୍ଶନ, ଅନୁଷ୍ଠାନ ର ବିଭିର୍ଣ୍ଣ ବିଭାଗ ତରଫରୁ ଗୁରୁ ଦିବସ ପର୍ବ କୁ ଅତ୍ୟନ୍ତ ଆଡମ୍ବର ସହକାରେ ପାଳନ କରିଥିବା ଦେଖିବାକୁ ମିଳିଥିଲାl କଳା ବିଭାଗ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନ ର ଶିକ୍ଷକ ତୁଳଷା ଦ୍ବିବେଦୀ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିବା ବେଳେ ବାଣିଜ୍ୟ ବିଭାଗ ଦ୍ଵାରା ପାରମ୍ପରିକ ରୂପେ ଗୁରୁ ପୂଜନ କାର୍ଯ୍ୟକ୍ରମ ଶ୍ରୀ ସୌରଭ ସାବତ ଙ୍କ ତତ୍ଵାବଧାନ ଅନୁଷ୍ଠିତ ହେଲା ବେଳେ ଶିକ୍ଷକ ଶିବାନୀ ରାଓ ଙ୍କ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ରେ କନିଷ୍ଠ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମଧ୍ୟ ସମାନ ସ୍ତରରେ ଦେଖିବାକୁ ମିଳିଥିଲା ଉନ୍ମାଦନାl ଏହି ପବିତ୍ର ଅବସରରେ ଏକ ମିଳିତ ଆନନ୍ଦ ମୁଖର ପରିସର ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନ ର ମୁଖ୍ୟ ଶ୍ରୀ ଅଜୟ କୁମାର ଦ୍ବିବେଦୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପରିଚାଳିତ ହେଇଥିବା ବେଳେ ସେ ସମସ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶିକ୍ଷlର୍ଥୀ ଙ୍କ ମନୋବଳ ବଢ଼ାଇ ଥିଲେl ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *