May 15, 2025
Home » ଜାତୀୟ ଶିକ୍ଷା ନୀତି- 2020 ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମିଶନ ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.

ଜାତୀୟ ଶିକ୍ଷା ନୀତି- 2020 ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମିଶନ ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.

0
WhatsApp Image 2024-09-28 at 12.59.58 PM

 

କବିସୂର୍ଯ୍ୟନଗର ( ) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ସଭା ଗୃହ ଠାରେ ଶିକ୍ଷକ ଦିବାକର ଶତପଥୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଇଓ ଅଭିମନ୍ୟୁ ସାହୁ, ଯୋଗ ଦେଇଥିବା ବେଳେ DIET ପ୍ରାଧ୍ୟାପିକା ନିହାରିକା ସାମନ୍ତରାୟ, ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ପଣ୍ଡା, ABEO, ରବିନାରାୟଣ ବେହେରା, ଶିକ୍ଷକ ପ୍ରଶାନ୍ତ ପାଣିଗ୍ରାହୀ, ଯୋଗ ଦେଇ ନିପୁଣ ଓଡିଶା ମିଶନ ସମ୍ପର୍କ ରେ ମତବ୍ୟକ୍ତ କରିବା ସହ ସଚେତନ କରାଇଥିଲେ. ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଲୋଗ ଉନ୍ମୋଚନ କରାଯାଇଥିଲା.. ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଯୋଗ ଦେଇଥିବା ବେଳେ ସାମ୍ବାଦିକ ନାରାୟଣୀ ପ୍ରସାଦ ମିଶ୍ର, ସରୋଜ କୁମାର ମିଶ୍ର, କୃଷ୍ଣ ନାହାକ କୃପାସିନ୍ଧୁ ସ୍ୱାଇଁ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା.. କାର୍ଯ୍ୟକ୍ରମ କୁ ସମସ୍ତ CRCC ପରିଚାଳନା କରିଥିଲେ..

Leave a Reply

Your email address will not be published. Required fields are marked *

You may have missed