ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ବାର୍ତ୍ତା ରହିଛି: “କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ସଲାମ“
ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ଓଡ଼ିଶାର ପୁରୀ ବେଳାଭୂମିରେ ଫ୍ଲାଏ ଦୂବାଇ ବିମାନର ଏକ ସାମ୍ପ୍ରତିକ ଘଟଣା ସମୟରେ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ସାହସକୁ ସମ୍ମାନ ଜଣାଇ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ବାର୍ତ୍ତା ରହିଛି: “କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ସଲାମ – ଶୀଘ୍ର ଆରୋଗ୍ୟଲାଭ କରନ୍ତୁ।”
