June 10, 2026
Home » ପାଠାଗାର ଉଦଘାଟନ କଲେ : ବିଧାୟକ

ପାଠାଗାର ଉଦଘାଟନ କଲେ : ବିଧାୟକ

0
WhatsApp Image 2026-06-09 at 1.33.03 PM

ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନଂ ୩୫ ସ୍ଥିତ ସିଦ୍ଧାର୍ଥ ନଗର ଠାରେ ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ନିର୍ମାଣ ହୋଇଥିବା ପାଠାଗାର କୁ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଉଦଘାଟନ କରିଛନ୍ତି । ଉକ୍ତ ଉଦଘାଟ ସମୟରେ,ମେୟର ସଂଘମିତ୍ରା ଦଳେଇ,କମିଶନର ଏ ସସ୍ୟା ରେଡ୍ଡୀ,ଡେପୁଟି ମେୟର ଇ ବିବେକ ରେଡ୍ଡୀ,କର୍ପୋରେଟର ସମୀର ମିଶ୍ର ଏହି ଅବସରରେ ଉପସ୍ଥିତ ଥିଲେ,ବ୍ରହ୍ମପୁର ଖଲ୍ଲିକୋଟ କଲେଜ ର ଅବସର ପ୍ରାପ୍ତ ଭି ସି ମନ୍ମଥ ପାଢ଼ୀ,ବିଧାୟକ ଙ୍କ ପ୍ରତିନିଧି ପ୍ରଦୀପ ନାୟକ,ଶିବ ପ୍ରସାଦ ଦାସ,କମାପଲ୍ଲୀ ମଣ୍ଡଳ ର ଆଶିଷ ଦାସ ୱାର୍ଡ ବାସିନ୍ଦା,ଜନସାଧାରଣ, ୱାର୍ଡ ର ବରିଷ୍ଠ ନାଗରିକ,ଯୁବ ଛାତ୍ର,ମହିଳା ଉପସ୍ଥିତ ଥିଲେ।ଏହି ଅବସରରେ ବିଧାୟକ କେ ଅନିଲ କୁମାର ପ୍ରକାଶ କରିଥିଲେ ଯେ ବ୍ରହ୍ମପୁର ର ପ୍ରତେକ ୱାର୍ଡ ରେ ଆଗକୁ ଏହିପରି ପାଠାଗାର ସ୍ଥାପନ କରିବା ଓ ୱାର୍ଡ ବାସିନ୍ଦା ଙ୍କ ସାମୁହିକ ବିକାଶ କରିବା ଓଡିଶା ସରକାର ଙ୍କ ଲକ୍ଷ୍ୟ ।

 

narasingh dakua nka report

Leave a Reply

Your email address will not be published. Required fields are marked *