ବାଲିଅନ୍ତା ଗ୍ରାମରେ ଭରତ ମିଳନ ପାରାୟଣ
ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଲିଅନ୍ତା ଗ୍ରାମରେ 15 ତାରିଖ ଗୁରୁବାର ଦିନ ସକାଳ 9 ଘଣ୍ଟା ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭରତ ମିଳନ ପାରାୟଣ ଅନୁଷ୍ଠିତ ହୋଇଯାଇଛି l ପୂଜକ ଭାବରେ ରବିନାରାୟଣ ହୋତା, ବ୍ୟାସ ଗୋବର୍ଦ୍ଧନ ମିଶ୍ର ଭରତ ମିଳନ ପାରାୟଣ ପାଠ କରିଥିବା ବେଳେ ଆଖ ପାଖ ଗ୍ରାମର ସହସ୍ର ଭକ୍ତ ଯୋଗଦେଇ ପ୍ରସାଦ ସେବନ ସହିତ ଭଗବାନ ରସ ପାନ କରିଥିଲେ l ଏଥିରେ ଗ୍ରାମର ସମସ୍ତ ଭକ୍ତ ମାନେ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
