May 15, 2025
Home » ବିପୁଳ ପରିମାଣର ବିଦେଶୀ ମଦ ସହ ଦୁଇ ମଦ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛିନ୍ତି ରାମନାଗୁଡା ଥାନା ଅଧିକାରୀ ।

ବିପୁଳ ପରିମାଣର ବିଦେଶୀ ମଦ ସହ ଦୁଇ ମଦ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛିନ୍ତି ରାମନାଗୁଡା ଥାନା ଅଧିକାରୀ ।

0
WhatsApp Image 2024-10-11 at 12.26.57 PM (1)

 

ରାମନାଗୁଡା 11/10 ରାୟଗଡା ଜିଲ୍ଲା ରାମନାଗୁଡା ଥାନା ପୋଲିସ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାମନାଗୁଡା ପୋଲିସ ପକ୍ଷରୁ ରାତ୍ରି କାଳୀନ ପେଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟମୁଖ୍ୟ ବଜାରରେ ଯାନବାହାନ ଯାଞ୍ଚକରାଯାଉଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଦୁଇଟି ନଂ ବିହିନ ବାଇକ ଯୋଗେ ଦୁଇ ଜଣ ବ୍ୟକ୍ତି ବିଦେଶୀ ମଦ ନେଇ ଯାଉଥିବା ସମୟରେ ରାମନାଗୁଡା ପୋଲିସ ଟିମ ଖବର ପାଇ ଆଗୁଆ ଏହି ଦୁଇ ବାଇକ୍ କୁ ଅଟାକାଇଥିଲେ ।

ଏହି ଦୁଇ ବାଇକ୍ ଜାଞ୍ଚ କରିବାରୁ। ପୋଲିସ ବାଇକ୍ ଓ ବିଦେଶୀ ମଦ ଜବତ କରିବା ସହ ମଦ ଚୋରା ଚାଲାଣ କାରି ସତୃଘନ୍ ଜାଦବ ଓ ଚନ୍ଦ୍ର କାନ୍ତ କୁମ୍ପରିକା କୁ ଗିରଫ କରି ଥାନାକୁ ନିଆଯାଇଥିଲା।ଏହି ଚଢାଉ ସମୟରେ ଲିଟର 47.560ମିଲି ବିଦେଶୀ ମଦ ଓ 24 ଲିଟର ବିୟର ଜବତ କରାଯାଇଥିଲା ଏ ନେଇ ରାମନାଗୁଡା ଥାନା ରେ ଦୁଇ ଟି ମାମଲା କେସ ନଂ 91/24 ଓ 92/24 ରୁଜୁ କରି ଉଭୟଙ୍କୁ କୋଟି ଚାଲାଣ କରାଯାଇଛି। ବୋଲି ଥାନା ଅଧିକାରୀ ସୁନିତା ବେହେରା ଜଣାଇଛନ୍ତି। ରାମନାଗୁଡା ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି।

Leave a Reply

Your email address will not be published. Required fields are marked *

You may have missed