June 25, 2026
Home » ଭାରତୀୟ ଜନତା ପାର୍ଟିର ଅନ୍ତର୍ଜାତୀୟ ଯୋଗ ଦିବସ

ଭାରତୀୟ ଜନତା ପାର୍ଟିର ଅନ୍ତର୍ଜାତୀୟ ଯୋଗ ଦିବସ

0
WhatsApp Image 2026-06-23 at 10.22.45 AM

ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟିର ପୁରୀ ଜିଲ୍ଲା ସିଂହଦ୍ୱାର ମଣ୍ଡଳ ର ହରଚଣ୍ଡୀ ସାହିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ରେ ଯୋଗ ଗୁରୁ ଶ୍ରୀ ବାସୁଦେବ ମହାପାତ୍ର ଙ୍କ ତତ୍ୱାବଧାନରେ ଯୋଗ କାର୍ଯ କ୍ରମ କରାଯାଇଥିଲା ।ତତ୍ ସହିତ ବୃକ୍ଷ ରୋପଣ କରାଯାଇଥିଲା । ମଣ୍ଡଳର ସଭାପତି ଶ୍ରୀଯୁକ୍ତ ରାଜକିଶୋର ପଣ୍ଡା ସାଧାରଣ ସମ୍ପାଦକ ଜିଲ୍ଲା ସ୍ବଚ୍ଛ ଭାରତ ସଂଯୋଜକ ଶ୍ରୀଯୁକ୍ତ ରଜନୀ କାନ୍ତ ପଟ୍ଟନାୟକ ମଣ୍ଡଳ ର ଯୁବ ମୋର୍ଚ୍ଚା ସଭାପତି ଚନ୍ଦନ ନାୟକ ଯୁବ ମୋର୍ଚ୍ଚା ପ୍ରଭାରୀ ଆଇନଜୀବୀ ଓ କଳାକାର ଶ୍ରୀଯୁକ୍ତ ସତ୍ୟ ନାରାୟଣ ଶତପଥୀ ମଣ୍ଡଳର ମହିଳା ମୋର୍ଚ୍ଚା ସଭାପତି କମଳିନୀ ମହାପାତ୍ର ଉପସଭାପତି ପଦ୍ମଚରଣ ମହାପାତ୍ର ଉପସଭାପତି ବଳଭଦ୍ର ମହାପାତ୍ର ଓ ସାଧାରଣ ସମ୍ପାଦିକା ସୁନୀତା ମହାରଣା ଓ ଦୁର୍ଲ୍ଲଭ ପଦାଧିକାରୀ ସନ୍ଥୋସ୍ ନନ୍ଦ ଲକ୍ଷ୍ମୀ କାନ୍ତ ଷଡ଼ଙ୍ଗୀ ନମିତା ଦାଶ ସୁଷମା ପ୍ରଧାନ ସୁଦୀପ୍ତ। ମହାପାତ୍ର ମଧୁସ୍ମିତା ଆଚାର୍ଯ୍ୟ ସଂଗ୍ରାମ କେଶରୀ ଦାଶ ସୂର୍ଯ୍ୟ କୁମାର ପାଢ଼ୀ ମଦନ ମୋହନ ହୋତା। ହେମଲତା ମହାପାତ୍ର ଶ୍ୟାମ ସୁନ୍ଦର ମହାପାତ୍ର ଓ ସେହି ଅଞ୍ଚଳ ର କୁନି କୁନି ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *