June 13, 2025
Home » ରେଞ୍ଜର ଙ୍କ ମାସିକ ବଟି କୋଡିଏ ହଜ଼ାର ସ ମିଲି ରୁ, l

ରେଞ୍ଜର ଙ୍କ ମାସିକ ବଟି କୋଡିଏ ହଜ଼ାର ସ ମିଲି ରୁ, l

0
WhatsApp Image 2024-10-31 at 4.14.23 PM

ଜଗତସିଂହପୁର /ତିର୍ତୋଲ ୧/୧୧ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ବୋଧେଇ ପଂଚାୟତ ର ଏରସମା -ମଣିଜଙ୍ଗା ରାସ୍ତା ନୂଆପୋଖରୀ ବଜାର ଠାରେ ଥିବା
ସ ମିଲି ଶିଳ୍ପାଞ୍ଚଳ ରୁ ଜଗତସିଂହପୁର ରେଞ୍ଜର ମାସିକ ବଟି ୨୦ହଜ଼ାର ନେଇ ସବୁ ଦୃନୀତି କୁ ଆଖି ବୁଜି ଦେଉଥିବା ଏକ ସଙ୍ଗିନୀ ଅଭିଯୋଗ ଶୁଣିବାକୁ ମିଳୁଛି । ମିଳୁଥିବା ଖବର ଅନୁଯାଇ
ଜଗତସିଂହପୁର ଜିଲ୍ଲାରେ ଏବେ କାର୍ଯ୍ୟ ରତ ରେଞ୍ଜର ପୂର୍ବରୁ ସେଇଠି ଫରେଷ୍ଟର ଥିଲେ ଏବେ ପ୍ରମୋସନରେ ରେଞ୍ଜର ହୋଇଛନ୍ତି,


ଦୀର୍ଘ ଦିନର ଏକ୍ସ୍ପେପେରୀୟନ୍ସ କୁ ଭିତି କରି ଏବେ ଟଙ୍କା ଠୁଳ କରିବାରେ ଲାଗି ପଡିଛନ୍ତି, ମିଳିଥିବା ସୂଚନା ଅନୁଯାଇ ଏହି ରେଞ୍ଜେ ଅଧୀନରେ ଥିବା ଝଡ଼ତରଙ୍ଗ ଜଙ୍ଗଲର ଚତୃ ପାର୍ଶ୍ୱରେ ପ୍ରାଚେରୀ ନିର୍ମାଣ ଓ ଜଙ୍ଗଲ ଉର୍ନତି କରଣ ନିମନ୍ତେ କରାଯାଉ ଥିବା କାମରୁ କାର୍ଯ୍ୟ ରତ ଠିକସଂସ୍ଥା ଠାରୁ ହାତ ଚିକଣ କରିବାରେ ବ୍ୟସ୍ଥ ଥିବାବେଳେ ଜିଲ୍ଲାର ସର୍ବେ ସର୍ବା ଅଧିକାରୀ ଭାବେ ନୂଆ ପୋଖରୀ ସ ପିଟି ୟୁନିଟି ରୁ ମାସିକ ବଟି ଉଠେଇ ବାବୁ ଏବେ ଲାଳେ ଲାଲ,, ଜଗତସିଂହପୁର ଜିଲ୍ଲାରେ ଦୀର୍ଘ ଦିନ ଧରି ଫରେଷ୍ଟର ରହିବା ଏବେ ରେଞ୍ଜର କୁ ପଦର୍ଣତି ହେବା ବାବୁଙ୍କ ପାଇଁ ଏକାଦସ ବୃହସ୍ପତି ଯୋଗ ହୋଇଛି ବୋଲି ଜନୈକ,କାଠ ଵେବସାଇ ଠାରୁ ସୂଚନା ମିଳିଛି, ଫଳରେ ଜିଲ୍ଲାରେ ହେଉଥିବା ଜଙ୍ଗଲ ଦୃନୀତି ବଢିବାରେ ଲାଗିଛି,
ପିସିସିଏଫ ନଜର ପଡିବାକୁ ଦାବି ହେଉଛି,

tirtol epa ru ଶ୍ରୀବତ୍ସ ପାଢ଼ୀ nka report
ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *