November 19, 2026
Home » ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା OSRTC ବସ୍

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା OSRTC ବସ୍

0
WhatsApp Image 2026-11-19 at 1.38.47 PM

ସମସ୍ତ ଯାତ୍ରୀ ସୁରକ୍ଷିତ l ସୁବର୍ଣ୍ଣପୁର —ସୋନପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଖମ୍ବେଶ୍ୱରୀପାଲି ନିକଟରେ ଘଟିଛି ସଡ଼କ ଦୁର୍ଘଟଣା l ଟ୍ରକ କୁ OSRTC ବସ ପଛ ପଟୁ ଧକ୍କା ଦେଇଛି l କଟକରୁ ଭବାନୀପାଟଣା ଅଭିମୁଖେ ଫେରୁଥିବା ଏକ ( OSRTC ) ସରକାରୀ ବସ୍ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା l ଧକ୍କା ଦେବା ପରେ ବସ ର ଆଗ ପଟ ର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି l ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି l ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *