November 7, 2026
Home » ଡୁମେରପାଲି ଗ୍ରାମରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ l

ଡୁମେରପାଲି ଗ୍ରାମରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ l

0
WhatsApp Image 2026-11-05 at 5.37.31 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଡୁମେରପାଲି ଗ୍ରାମର ସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନ ର ସଭାପତି ଉମାକାନ୍ତ ଆର୍ଯ୍ୟଙ୍କ ନେତୃତ୍ୱରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଛି।
ଏହି ଅଭିଯାନରେ ସ୍କୁଲ ପରିସର ଓ ଆଖପାଖ ଅଞ୍ଚଳକୁ ସଫା କରାଯାଇଥିଲା। ଗ୍ରାମବାସୀ ମାନେ ମିଳିମିଶି ସ୍ୱଚ୍ଛତା ହିଁ ସୁସ୍ଥତା ବୋଲି ସଚେତନ କରାଇଥିଲେ।ଏହି ଅଭିଯାନରେ ପୂର୍ବତନ ଛାତ୍ର ଯୁବରାଜ ସାହୁ, ବୃନ୍ଦାବନ ପ୍ରଧାନ, ମକରଧ୍ୱଜ ସାହୁ, ନରେନ୍ଦ୍ର ସାହୁ, କୈଳାସ ବାରିକ, ମାଧବ ସାହୁ, ଅଜୁ ସାହୁ, ନିମାଇଁ ସାହୁ, ପାଣ୍ଡବ ରାୟ, ସତ୍ୟ ସାହୁ ଓ ସଦାନନ୍ଦ ବଗର୍ତ୍ତୀ ସହଯୋଗ କରିଥିଲେ।
ଶେଷରେ ପ୍ରଧାନ ଶିକ୍ଷକ ସଦାନନ୍ଦ ମେହେର ଓ ଶିକ୍ଷକ ସତ୍ୟବାଦୀ ପୁଟେଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *