September 11, 2026
Home » ବେଙ୍ଗାଲୁରର ଟି.ଜି.ଟି ପକ୍ଷରୁ ସ୍ୱାଧିନତା ଦିବସ ପାଳନ

ବେଙ୍ଗାଲୁରର ଟି.ଜି.ଟି ପକ୍ଷରୁ ସ୍ୱାଧିନତା ଦିବସ ପାଳନ

0
WhatsApp Image 2026-08-20 at 4.18.15 PM
ବେଙ୍ଗାଲୁର, ବେଙ୍ଗାଲୁର ଟି.ଜି.ଟି ପକ୍ଷରୁ ସ୍ୱାଧିନତା ଦିବସ ମହାସମାରୋହରେ ପାଳନ କରାଯାଇଥିଊା । ବହୁ ସଂଖ୍ୟାରେ ଦେଶର ବିଭିନ୍ନ ଭାଷାଭାଷୀର ଲୋକମାନେ ଏହି ଉତ୍ସବରେ ଭାଗ ଦେଇଥିଲେ । ଜାତୀୟ ପତାକା ଉତ୍ତୋଳନ ପରେ ଟି.ଜି.ଠି ପକ୍ଷରୁ ଆୟୋଜିତ ସାଂସ୍କୃତିକ କର୍ଯ୍ୟକ୍ରମରେ ଦେଶାତ୍ମାବୋଧକ ସଙ୍ଗୀତ ପରିବେଷକୁ ଉତ୍ସବ ମୁଖର କରିଥିଲା।
ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ବିଜୟ ଜୈନ, ହରିଓମ୍ ଅଗ୍ରୱାଲ, ଡକ୍ଟର ଏସ୍‌. କେ. ମାଲା, ଡକ୍ଟର ରଘୁନାଥନ ପୋଟ୍ଟୀ, ଅରୁଣ ଯାଉଲେ, ନଗେନ୍ଦ୍ର କୁମାର ଶ୍ରୀବାସ୍ତବ, ଅନିଲ କୁମାର ଶ୍ରୀବାସ୍ତବ, ନରେନ୍ଦ୍ର ଯାଦବ, ସୁନିଲ ବାରିୟାର, ହଳଧର ଧୀର, ସୁଶାନ୍ତ ପଣ୍ଠା, ମନ୍ଦେର ଠାକୁର, ଲାଜପତ ସାଜନ, ଗୌତମ ଚକ୍ରବର୍ତ୍ତୀ, ପ୍ରଶାନ୍ତ କୁମାର, ବିମଲ ଦାଗା, କେ.ପି.କେ. କେଶୱାନୀ, ସଞ୍ଜୟ କୁମାର ପ୍ରମୁଖ ସମେତ ଏହି ଉତ୍ସବରେ ଟି.ଜି.ଟି. ପକ୍ଷରୁ ମନୋଜଜୀ, ଅଭୟ କାପୁର, ସବନମ କାଲକିଷ୍ଣନନ, ସୁଧିର ଅଗ୍ରୱାଲା ପ୍ରମୁଖ କାର୍ଯ୍ୟକ୍ରମରେ ଭାଗନେଇ ଥିବା ବେଳେ ମହିଳା ଗୋଷ୍ଠି ଓ ପିଲାମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *