ମନସୀ ପରିଡା ଜଣେ ପରିବର୍ତନ କାରି ମହିଳା ଥିଲେ

ଜଗତସିଂପୁର : ଜଗତସିଂପୁର ଧୁପୁର ପ୍ରଗତିଶୀଳ ମହିଳା ମାନସୀ ପରିଡା ଙ୍କର ଶ୍ରଦ୍ଧାଞ୍ଜଳି ସଭା ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଉଛି , ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାନସ ଜେନା ତାଙ୍କର ସ୍ମୃତି ଚରଣ କରି କହିଲେ ମାନସୀ ପରିଡା ଜଣେ ସୁସଂଠିକା, କବିୟତ୍ରୀ ଓ ସ୍ନେହୀ ମଣିଷ ଥିଲେ ବିଶିଷ୍ଟ ସାମ୍ବାଦିକ ରମେଶ ମହାନ୍ତି, ମଞ୍ଜୁଲତା ରାଉତ, ଚିନ୍ମୟ ନାଥ, ମହେନ୍ଦ୍ର ପରିଡା, ଅକ୍ଷୟ ଦାସ ଓ ତାଙ୍କ ସ୍ୱାମୀ ବଂଶୀଧର ପରିଡା ସେମାନଙ୍କର ବକ୍ତ୍ୟବ ରଖି ମାନସି ପରିଡା ଜଣେ ସାମ୍ୟବାଦୀ ବିଚାର ର ସମର୍ଥକ ସହ ତାଙ୍କର ସଂଗ୍ରାମୀ ଭୂମିକା ତାଙ୍କୁ ଏ ସମାଜରେ ଅମର ରଖିବ ବୋଲି କାହିଥିଲେl