*ମହିଳା ସ୍ନାତକ ମହାବିଦ୍ୟାଳୟରେ ଯକ୍ଷ୍ମା ସଚେତନତା ।
। *
ଛତ୍ରପୁର: ଛତ୍ରପୁର ସଦରମହକୁମା ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ଯକ୍ଷ୍ମା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରୀ ମାନଙ୍କୁ ଯକ୍ଷ୍ମା ରୋଗର ଲକ୍ଷଣ ଓ ପଦୃଭାବ ବୁଝାଯାଇଥିଲା ଏବଂ ଆଗାମୀ ଦିନରେ ଯକ୍ଷ୍ମା କିଭଳି ବିଲୁପ୍ତ ହେବ ସେ ଦିଗରେ ଛାତ୍ରୀ ମାନଙ୍କୁ ସୂଚନା ଦିଆ ଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମ ମହିଳା ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୁମିତ୍ରା ମିଶ୍ର , ଶିକ୍ଷୟତ୍ରୀ କବିତା ସାହୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ ଟିବି ଚାମ୍ପିୟନ୍ ମୁନା ବେହେରା, ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ ଓ ସମସ୍ତ ଶିକ୍ଷୟତ୍ରୀ ଗଣ ସହିତ ଛାତ୍ରୀ ମାନେ ଉପସ୍ଥିତ ଥିଲେ ।।
muna behera nka report
