ଲଗାଣ ବର୍ଷାରେ ମାଟିକାନ୍ଥ ଭୁଶୁଡ଼ି ଅଳ୍ପକେ ବର୍ତିଲେ ପରିବାର, ସରକାରୀ ସାହାଯ୍ୟ ଆଶାରେ
କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ଚାହାଳୀ ଗ୍ରାମ ପଞ୍ଚାୟତ ଅଧୀନ ଗିସ୍ତିଖୋଲ,ୱଡର ବଞ୍ଚରସାହି ର ସୁରେଶ୍ଵର ନାୟକ ଙ୍କ ଚାଳ ଛପର ଘର ମାଟିକାନ୍ଥ ରାତିରେ ଖାଇ ବସିଥିବା ସମୟରେ ରାତିରେ ମାଟିକାନ୍ଥ ଭାଙ୍ଗିପଡିଲା। ଭଗବାନ ଙ୍କ କୃପାରୁ ବର୍ଭି ଲେ ପରିବାର।ସୁକେଶ୍ଵର ନାୟକଙ୍କ ସ୍ତ୍ରୀଙ୍କ ନାମ ସୁଦାମ ନାୟକଙ୍କ ନାମରେ ରେସନ କାର୍ଡ ନ ୧୬୦୨୦୫୧୦୮୨୯ ଅଛି।

ସୁକେଶ୍ଵର ନାୟକଙ୍କ ଆଧାର କାର୍ଡ ନ ୬୧୯୩୪୫୮୯୦୦୫୯,ଖଟିଖିଆ,ଗରିବ ପରିବାରରେ ବର୍ଷା ଦିନେ କାଳ କାଟୁଥିବା ଦୁଃଖ ବୁଝି ଚକାପାଦ ତହସିଲଦାର ହୃଦୟର ସହିତ ତଦନ୍ତ ପ୍ରକ୍ରିୟା ରେ ଚାହାଳୀ ଗ୍ରାମ ପଞ୍ଚାୟତ ଅଧୀନ ଆର ଆଇ ଙ୍କ ଜରିଆରେ ସରକାରୀ ସହାୟତା ଯୋଗାଇଦେବାକୁ ତହସିଲଦାର ଓ ଚକାପାଦ ବ୍ଲକ ବି ଡି ଓ ଙ୍କ ଦାୟାରୁ ବର୍ଷାଦିନେ ମାଟିରେ ଭଙ୍ଗା କାନ୍ଥରେ ଜୀବନ ଅତିବାହିତ କରିବା ଦୁଃଖଦ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବି ହେଉଛି।
ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ସହ ବାଲିଗୁଡା ସବଡିଭିଜନ ପ୍ରତିନିଧି ମଧୁସ୍ମିତା ନାୟକ ଙ୍କ ରିପୋର୍ଟ ଫୁଲବାଣୀ
