August 10, 2026
Home » ରାବଣ ଦରବାର ପାଇଁ କଂସ ବରଣ l

ରାବଣ ଦରବାର ପାଇଁ କଂସ ବରଣ l

0
WhatsApp Image 2026-08-09 at 2.15.02 PM

ସୁବର୍ଣ୍ଣପୁର :  ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମଠାରେ ଅନୁଷ୍ଠିତ ହେବାକୁଥିବା 20 ତମ ସାର୍ବଜନୀନ ଦୁର୍ଗାପୂଜା ଉପଲକ୍ଷେ କଂସ ଦରବାର ପାଇଁ ସ୍ଥିର ହୋଇଛି। ଆଜି ରାବଣ ମହାରାଜ ଙ୍କୁ ବରଣ କରିଥିଲେ ସାଗରପାଲି ଦୁର୍ଗାପୂଜା କମିଟିର ସଦସ୍ୟ । ଆସନ୍ତା ଅଶ୍ୱିନ ମାସ ରେ ଦଶହରା ଦୁର୍ଗାପୂଜା ଅବସରରେ ରାବଣ ଦରବାର ଅନୁଷ୍ଠିତ ହେବ । ୧୭.୧୦.୨୦୨୬ ରୁ ୨୧.୧୦.୨୦୨୬ ତାରିଖ ପର୍ଯ୍ୟନ୍ତ ଏହି ଦରବାର ଚାଲିବ। ବିନକା ବ୍ଲକ ଅନ୍ତର୍ଗତ ଆଖିଦାଦର ଗ୍ରାମର ଦୈତାରୀ ଭୁଇ ରାବଣ ଭୂମିକାରେ ଅଂଶଗ୍ରହଣ କରିବା ନେଇ ସ୍ଥିରୀକୃତ ହୋଇଛି।ସାଗରପାଲି ଦୁର୍ଗାମଣ୍ଡପ ଠାରେ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *