July 17, 2026
Home » ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ନୃତ୍ୟରେ ମନମୋହିଲେ ଡ଼କ୍ଟର ଚିତ୍ତରଞ୍ଜନ

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ନୃତ୍ୟରେ ମନମୋହିଲେ ଡ଼କ୍ଟର ଚିତ୍ତରଞ୍ଜନ

0
WhatsApp Image 2026-07-16 at 5.40.24 PM

 

ପବିତ୍ର ରଥଯାତ୍ରାରେ ଚତୁର୍ଦ୍ଧା ବିଗ୍ରହଙ୍କ ଘୋଷଯାତ୍ରା ପହଣ୍ଡିରେ ନୃତ୍ୟରେ ମନମୋହିଲେ ଓଡ଼ିଆ ଅଧ୍ୟାପକ ତଥା ଓଡିଶୀ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ . ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା଼ ଚନ୍ଦନ, ସ୍ନାନ ଦୋଳ, ଝୁଲଣ ସହ ମହାପ୍ରଭୁଙ୍କ ଶେଷ ଦୁଇଥର ନବକଳେବରରେ ନୃତ୍ୟ ପରିବେଷଣ କରି ନିଜ ଜୀବନକୁ ଧନ୍ୟ ମନେକରନ୍ତି ବୋଲି କୁହନ୍ତି।

ଚିତ୍ତରଞ୍ଜନଙ୍କ ଅତ୍ୟନ୍ତ ଭକ୍ତି ଭାବ ରସାତ୍ମକ ନୃତ୍ୟ ପ୍ରଦର୍ଶନ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖୁଵ ସୁନାମ ଅର୍ଜନ କରି ଆସୁଛନ୍ତି .

 

Estern press agency

Leave a Reply

Your email address will not be published. Required fields are marked *