October 26, 2026
Home » ସୁବର୍ଣ୍ଣପୁର ର ନୂତନ ଜିଲ୍ଲାପାଳ ଙ୍କ ଦାୟିତ୍ୱ ଗ୍ରହଣ l

ସୁବର୍ଣ୍ଣପୁର ର ନୂତନ ଜିଲ୍ଲାପାଳ ଙ୍କ ଦାୟିତ୍ୱ ଗ୍ରହଣ l

0
WhatsApp Image 2026-10-05 at 1.02.47 PM

ସୁବର୍ଣ୍ଣପୁର —  ସୁବର୍ଣ୍ଣପୁର ରେ ନୂତନ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି l ଦେବାଶିଷ ସିଂହ IAS ( SCS -2015) ଙ୍କୁ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି l ସୋମବାର ଦିନ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଦୀର୍ଘ ଏକ ମାସ ହେବ ସୁବର୍ଣ୍ଣପୁର ରେ ଜିଲ୍ଲାପାଳ ପଦବୀ ଖାଲିପଡିଥିଲା l Additional Secretary to Government General Administration & Public Grievance ବିଭାଗ ରେ ଏହା ପୂର୍ବରୁ ଦେବାଶିଷ ସିଂହ ଅବସ୍ଥାପିତ ଥିଲେ l ସୋମବାର ( 05/10/2026) ପ୍ରଥମେ ସୁବର୍ଣ୍ଣପୁର ର ଇଷ୍ଟଦେବୀ ମା ସୁରେଶ୍ୱରୀ ଙ୍କ ଦର୍ଶନ କରିଥିଲେ l ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ ପରେ ସୋନପୁର ବ୍ଲକ ରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ଯୋଗଦେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *