July 1, 2025
Home » ୧୯୯୦ ମସିହା ମେଟ୍ରିକ୍ ବ୍ୟାଚର ବନ୍ଧୁମିଳନ

୧୯୯୦ ମସିହା ମେଟ୍ରିକ୍ ବ୍ୟାଚର ବନ୍ଧୁମିଳନ

0
WhatsApp Image 2025-01-28 at 10.44.13 AM

୧୯୯୦ ମସିହା ମେଟ୍ରିକ୍ ବ୍ୟାଚର ବନ୍ଧୁମିଳନ ୨୦୨୫ ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଟିକାବାଲି ସରକାରୀ ଉଚ୍ଚବିଦ୍ୟାଳୟରେ ୧୯୯୦ ମସିହାରେ ଦଶମ ଶ୍ରେଣୀ ( ମେଟ୍ରିକ୍) ବ୍ୟାଚ ଛାତ୍ରଛାତ୍ରୀ ଙ୍କର ୩୫ ବର୍ଷ ପରେ ବନ୍ଧୁମିଳନ ସବୁଠାରୁ ଶୋଭାଗ୍ୟ ହେଲେ ଦୁଃଖ ମୁଁ ପହଞ୍ଚି ପାରିଲି ନାହିଁ, ଜଗତର ନାଥ ଜଗନ୍ନାଥଙ୍କ ଅପାର କୃପା ଏହି ବର୍ଷ ଠାରୁ ପ୍ରତିବର୍ଷ ଏହିଭଳି ବନ୍ଧୁ ମିଳନରେ ଯେଉଁ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନ ସହ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ,

ଦୀର୍ଘ ୩୫ ବର୍ଷ ବ୍ୟବଧାନରେ ଏକାଠି ହୋଇ ୧୯୯୦ ମସିହା ମେଟ୍ରିକ୍ ବ୍ୟାଚର ବନ୍ଧୁମିଳନ ୨୦୨୫ ପାଳନ କରିବା ଶୋଭାଗ୍ୟ ଭଗବାନ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ।

ଫୋଟ ପ୍ରମୋଦ କୁମାର ନାୟକ ଇ ପି ଏ ରିପୋର୍ଟ

Leave a Reply

Your email address will not be published. Required fields are marked *