March 31, 2026

Month: March 2026

ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ୨୦୨୬ ପାଳନ ସକାଶେ ମନ୍ଦିର ପ୍ରାଙ୍ଗଣରେ ଶୁଭଖୁଣ୍ଟି ସ୍ଥାପନ

  ପ୍ରତିବର୍ଷ ଭଳି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ଚୈତ୍ର ପର୍ବ ଚଳିତ ବର୍ଷ ୨୦୨୬ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।...

ନୟାଗଡ଼ ଜିଲ୍ଲାରେ ଏଲ. ପି. ଜି. ଗ୍ୟାସ ସିଲିଣ୍ଡର ଉପରେ ସମୀକ୍ଷା ବୈଠକ ଓ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ।

ନୟାଗଡ଼ ଜିଲ୍ଲାର ଓସ୍ୱାନ ଭିଡିଓ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏଲ. ପି. ଜି. ଗ୍ୟାସ...

ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ

ସୁବର୍ଣ୍ଣପୁର ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ଠାରେ ଅନୁଷ୍ଠିତ ହୋଇ ଯାଇଛି l ଉଦଘାଟନୀ ସଭାରେ ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ଘନଶ୍ୟାମ ମେହେର...

ସୁଭଦ୍ରା କାନ୍ଦୁଛି ହାଣ୍ଡିଶାଳରେ କୁତ୍ରିମ ଗ୍ୟାସ ସଂକଟ ସୃଷ୍ଟିକରି କଳାବଜାରୀ ଉଦ୍ୟମ କରୁଛି ସରକାର

ଭୁବନେଶ୍ୱର: - କଂଗ୍ରେସ ଭବନ ଠାରେ ଆଜି ଏକ ଅଭିନବ ଢ଼ଙ୍ଗରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଗ୍ୟାସ ଏବଂ ପେଟ୍ରୋଲ ଦ୍ରବ୍ୟକୁ ନେଇ କେନ୍ଦ୍ର...

ରାଜ୍ୟରେ ରନ୍ଧନ ଗ୍ୟାସ୍ ଓ ଇନ୍ଧନ ତୈଳର ଉପଲବ୍ଧତା ନେଇ ବିଭିନ୍ନ ତୈଳ କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା

ଭୁବନେଶ୍ୱର: ମାନ୍ୟବର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ଯକ୍ଷତାରେ ରାଜ୍ୟରେ ରନ୍ଧନ ଗ୍ୟାସ୍ (ଏଲ୍ ପିଜି) ଏବଂ ପେଟ୍ରୋଲ ଓ ଡିଜେଲର...

ମୋଦୀ ସରକାରର ତେଲ ଓ ଗ୍ୟାସ କଳାବଜାରୀ ମସୁଧା

ଭୁବନେଶ୍ୱର : କଂଗ୍ରେସ ଭବନ ଠାରେ ସାମ୍ବାଦିକଙ୍କୁ ଏକ ବିବୃତିରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ଭାରତକୁ ମୋଦୀ ସରକାର ଏକ...

ସାମ୍ୱାଦିକ ପେନସନ ଓ ସୁରକ୍ଷା ଦାବି କଲା ଉକଳ ସାମ୍ୱାଦିକ ସଂଘ

ବାର୍ଷିକୋତ୍ସବରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଭଗବାନ ସାହୁ, ରବି ରଥ ପ୍ରମୁଖଙ୍କ ଉଦବୋଧନ ବ୍ରହ୍ମପୁର: ଭାରତ ବର୍ଷର 22ଟି ରାଜ୍ୟରେ ସାମ୍ୱାଦିକ ମାନଙ୍କୁ ପେନସନ ବ୍ୟବସ୍ଥା...

“ନ୍ୟାୟ ସଂହିତା ପ୍ରଦର୍ଶନୀ”

ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା “ନ୍ୟାୟ ସଂହିତା ପ୍ରଦର୍ଶନୀ” ଏକ ମନୋଜ୍ଞ ପରିବେଶ ମଧ୍ୟରେ ସଫଳତାର ସହିତ ଜାରି ରହିଛି। ପଥପ୍ରାନ୍ତ ନାଟକ ତଥା ବିଭିନ୍ନ ସଚେତନତାମୂଳକ...

ବଜେଟ୍ ଅଭିଭାଷଣ ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପାଇଁ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନା...

ରୋଗୀଙ୍କ ଜୀବନ ସହ ଖେଳୁଛି ମୁକ୍ତିତୀର୍ଥ ଔଷଧ ଦୋକାନ,ରୋଗୀ ଦେଖୁଛନ୍ତି ଅପାଠୁଆ l

ସୁବର୍ଣ୍ଣପୁର: ଡାକ୍ତରଖାନା ନା ଔଷଧ ଦୋକାନ। ଏ ଭିଡ ଦେଖିଲେ ଲାଗୁଛି ଏଠାରେ ବୋଧେ କିଛି ଗୋଟେ ଅଫର ଚାଲିଛି । ନାଇଁ ଆଜ୍ଞା ଏଇଠି କିଛି...