ବେଆଇନ ଭାବରେ ମଞ୍ଜୁର ହୋଇଥିବା ଟ୍ରେନିଂଏଡ଼ ଗ୍ରାଜୁଏଟ ସ୍କେଲ ସ୍ଥଗିତ ହେବା ସହ ପ୍ରଦାନ କରାଯାଇଥିବାଦରମା ରିକୋଭରୀ ପାଇଁ ନିର୍ଦ୍ଦେଶ
ସୁବର୍ଣ୍ଣପୁର -----ଶିକ୍ଷକଙ୍କ ଅଭିଯୋଗ ପରେ ଅନୈତିକ ଭାବରେ ମଞ୍ଜୁର ହୋଇଥିବା Trained Graduate Scale ସ୍ଥଗିତ ହେବା ଓ ପ୍ରଦାନ କରାଯାଇଥିବା ଦରମା ମଧ୍ୟ ରିକୋଭରୀ ହେବ...
