ବିନା ସୂଚନା ଫଳରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଏସ. ଟି ବାଳିକା ହଷ୍ଟେଲ ବିଭାଗୀୟ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ମାଲେ ମାଲ

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ରେ ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଗୋଟିଏ ବାଲିଗୁଡା ସମ୍ବନ୍ଧିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଛି , ଗୋଟିଏ ହେଲା ଘୁ ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାର ଙ୍କ ଦ୍ଵାରା ୧୯୫୫ ମସିହା ରେ ଟିକାବାଲି ବ୍ଲକ ରେ ବହୁ ଆଶ୍ରମ, ସେବାଶ୍ରମ,କନ୍ୟାଶ୍ରମ,ଲୋକାଷ୍ଟ ହଷ୍ଟେଲ ଅଛି, ଉଦାହରଣ ସ୍ୱରୂପ ଗାରଡିଙ୍ଗିଆ ପଞ୍ଚାୟତ ଅଧିନରେ କଟଡି ସରକାରୀ ଆଶ୍ରମ ବିଦ୍ୟାଳୟ ଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି,ମାତ୍ର ଦୁଇ ଜଣ ଶିକ୍ଷକ ଓ ଜଣେ ପିଅନ ଅଛନ୍ତି।
ପ୍ରଧାନ ଶିକ୍ଷକ ବହୁ ସମୟରେ ବାହାରେ ସରକାରୀ କାମରେ ହେଉ କିମ୍ବା ନିଜ ଘରକାମରେ ହେଉ ,ନଚେତ ହଷ୍ଟେଲ ରେ ରହୁଥିବା ମାତ୍ର ୪୦ ପିଲାଙ୍କ ଦେହ ଖରାପ ଇତ୍ୟାଦି କାମରେ ବାହାରେ ଦେଖିବାକୁ ମିଳୁଛି,ଏ ବିଷୟରେ ଟିକାବାଲି ଡା.ବ୍ଲୁ.ଓ ଭଲଭାବେ ଜାଣିଛନ୍ତି, ପ୍ରଧାନ ଶିକ୍ଷକ ଠିକରେ ଓ ସବୁ ସମୟରେ ବାହାରେ ଦେଖିବା କଥା କହିଛନ୍ତି ଓ ତାଗିଦ ମଧ୍ୟ କରିଥିବା କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ସହକାରୀ ଶିକ୍ଷକ ଜଣକ କେବେ ମଧ୍ୟ ଛୁଟିରେ ଯାଆନ୍ତି, ନାହଁ କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି, ଅବ୍ୟବସ୍ଥା ଘେରରେ ୪୦ ଜଣ ହଷ୍ଟେଲ ଛାତ୍ର ରହୁଥିବା ଦେଖିବା ସହ ପିଲାମାନେ କାମକରୁଥିବା ଫୋଟ ଚିତ୍ର ରହିଛି। ଟିକାବାଲି ବ୍ଲକ ରେ ୧୯୫୫ ମସିହା ରେ ବହୁତ ଆଶ୍ରମ ସେବାଶ୍ରମ ରେ ରୋଷେଇ ଗୃହ ନାହଁ, ହଷ୍ଟେଲ ଛାତ୍ର ଛାତ୍ରୀ ନିବାସ ରେ ପାନୀୟ ଜଳ ଅଭାବ ତ କେଉଁଠି ବୋରିଙ୍ଗ ଖରାପ ଆଉ କେଉଁଠି ଗୋଟିଏ ନଳକୂପ ଅଛି ଠିକରେ ପାଣି ଆସୁନାହିଁ,ବାହାରେ ଛାତ୍ରୀ ମାନେ ଗାଧୋଇ ଯାଉଛନ୍ତି,ଏ ବିଷୟରେ ବିଭାଗୀୟ ଅଧିକାରୀ , କନିଷ୍ଠ ଯନ୍ତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ନଜିର ରହିଅଛି କୁହାଯାଉଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାର ଙ୍କ ଦ୍ଵାରା ନିର୍ମାଣ ହୋଇ କଟଡି ୧୦୦ ପର୍ଯ୍ୟା ବିଶିଷ୍ଟ ଏସ. ଟି ବାଳିକା ହଷ୍ଟେଲ ରଙ୍ଗ ବଦୁଳୁଛି, କେତେ ବେଳେ ଲେଖା ହେଉଛି,ଷ୍ଟାପ ଟୁଇଟର,ଆଉ କେତେ ବେଳେ ହଷ୍ଟେଲ ?
ଏଠାରେ ସୂଚନା ଥାଉ କି ବାଲିଗୁଡା ସମ୍ବନ୍ଧିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ଵାରା କଇ଼ଁଝର ପଞ୍ଚାୟତ ରେ ସୁଶାନ୍ତ କହଁର ନାମକ ରେ ଏକ ନନ୍ଦ କୂଅ ମଞ୍ଜୁର ହୋଇଥିଲା ଦୁର୍ଭାଗ୍ୟକୁ ନନ୍ଦ କୂଅ ଖୋଳୁ ଖୋଳୁ ପଥର ବାହାରିଲା ବାଷ୍ଟିଙ୍ଗି କଲେ ଭଲ ନନ୍ଦ ମଧ୍ୟ ପକେଇ ଛନ୍ତି,ନନ୍ଦ କୂଅ ସିନା ହେଲା ନାହଁ, କନିଷ୍ଠ ଯନ୍ତ୍ରୀ କୁଆଡେ ଭିତିରିଆ ଏଇ କେତେ ମାସ ହେଲା ସେଣ୍ଟର ନାମରେ ବିଲ କରି ଆତ୍ମସାତ କରିଥିବାର ନାମ ଗେପନରଖି ପ୍ରକାଶ କରୁଛନ୍ତି,ଆହୁରୀ ମଧ୍ୟ ସାଧାରଣ ରେ ଚର୍ଚ୍ଚା ହେଉଛି ଯେ ଗାଇ ଗୁହାଳ ନାମରେ ମଧ୍ୟ ଅର୍ଥ ଆତ୍ମସାତ କରିଥିବାର ଜଣାଯାଏ, ବିଭାଗୀୟ ଅଧିକାରୀ ଙ୍କ ଅଜ୍ଞାତ ସାର ରେ ଏସବୁକୁ ବିଲ କରାଯାଉଛି ବୋଲି ଚର୍ଚ୍ଚା ହେଉଛି, କନିଷ୍ଠ ଯନ୍ତ୍ରୀ ଙ୍କ ବିଷୟରେ କୁଜି ଠିକାଦାର ମାନଙ୍କ କହିବା କଥା ଯେ ଦୀର୍ଘ ବର୍ଷ ହେଲାଣି ବାଲିଗୁଡା ଆଇ. ଟି.ଡି.ଏ ରେ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି, ସେ କାହାର ଫୋନ୍ କୁ ଉଠାନ୍ତି ନାହିଁ ଓ ମୋଟାଅଙ୍କର ପି ସି ଅଡିବସୁଥିବା କଥା ବିଶେଷ କରି ବାଲିଗୁଡା କନିଷ୍ଠ ଯନ୍ତ୍ରୀ ଙ୍କ ନିକଟରେ ରହୁଥିବା ଓ କୁଆଟରକୁ ଯିବାଆସିବା କରୁଥିବା ଠିକାଦାର ମାନେ ଆଇ ଟି ଡି ଏ ପାଖ ଚା ଦୋକାନରେ ଯୋରଯାର ଆଲୋଚନା କରୁଥିବା କୁହାଯାଉଛି, କେବଳ ସେତିକି ନୁହେଁ ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପି ଲେ ଜଣାପଡେ, କନିଷ୍ଠ ଯନ୍ତ୍ରୀ ଙ୍କ ବିଷୟରେ ଆହୁରି ଅଛି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଏପରି ଶୁଦ୍ଧ କହିବାକୁ ପଛେଇ ବା ବଦଳରେ ଡିପାଟମେଣ୍ଟ କାର୍ଯ୍ୟାଦେଶ ଯୋଗୁଁ କନିଷ୍ଠ ଯନ୍ତ୍ରୀ ଙ୍କ ପ୍ରତି ପ୍ରାଣେ ଭୟ ଏବେ କୁଆଡେ଼ କନିଷ୍ଠ ଯନ୍ତ୍ରୀ ଜଣକ ଏକଇର ବଳା ଲିପି କୃଷ୍ଣ , ନୂଆ ରେ ବାଲିଗୁଡା ପିଏ ଆଇ ଟି ଡି ଏ ,ଓ ନୂତନ ଜିଲ୍ଲାପାଳ ଶ୍ରୀଯୁକ୍ତ ଅତ୍ମିତ ଋତୁରାଜ୍ ଙ୍କ କାର୍ଯ୍ୟାନୁଷ୍ଠାନ,୨୪ ବର୍ଷ ର ବିଜେଡି ସୁଶାସନ କାଳରେ ହୋଇଛି ଯାହା ଖବର ନେବାରେ ଦୃନିତୀ ର ସିତା ସହ ବିନା ସୂଚନା ଫଳକ ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ ରେ ମାଲେମାଲ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନୂତନ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଦୃନୀତି ମୁକ୍ତ କରାଯିବା ପ୍ରତିଶୃତି ବାଲିଗୁଡା ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥା ର ବିଧିବଦ୍ଧ ତଦନ୍ତ ପାଇଁ ସାଧାରଣ ରେ ଦୃଢ଼ ଦାବି ହେଉଛି।
କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ