October 24, 2025
Home » ରେଙ୍ଗାଲପାଲି ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ ଆଦିବାସୀ ସମାଜ ନୂଆଁଖାଇ ଭେଟଘାଟ।

ରେଙ୍ଗାଲପାଲି ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ ଆଦିବାସୀ ସମାଜ ନୂଆଁଖାଇ ଭେଟଘାଟ।

0
WhatsApp Image 2025-09-06 at 1.39.21 PM

 

ଆଜି ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ ଆଦିବାସୀ ସମାଜ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଡଙ୍ଗରିଗୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପବିତ୍ର ଅବସର ଆମ ସଂସ୍କୃତି, ପରମ୍ପରା ଓ ଭାଇଚାରାର ପ୍ରତୀକ ବୋଲି ପ୍ରକାଶ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଆଦିବାସୀ ନେତା ଓ ସଦସ୍ୟ ଯୋଗ ଦେଇ ମାନ୍ୟବର ବିଧାୟକ ଙ୍କୁ ବିପୁଳ ସ୍ୱାଗତ କରିବା ସହ ହାର୍ତ୍ସୋଲ୍ଲାସ ସହ ନୂଆଖାଇ ଭେଟଘାଟ ପାଳନ କରିଥଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *