October 23, 2025
Home » ବୈଦ୍ୟନାଥ ର ଅଧିଷ୍ଠାତ୍ରୀ ଦେବୀ ମାଁ କ୍ଷେତ୍ରପାଳ ଙ୍କ ଧବଳମୁଖୀ ବେଶ

ବୈଦ୍ୟନାଥ ର ଅଧିଷ୍ଠାତ୍ରୀ ଦେବୀ ମାଁ କ୍ଷେତ୍ରପାଳ ଙ୍କ ଧବଳମୁଖୀ ବେଶ

0
WhatsApp Image 2025-09-21 at 4.42.20 PM

l
ସୁବର୍ଣ୍ଣପୁର – ଆଶ୍ୱିନ ମାସ ଅମାବାସ୍ୟା ବା ମହାଳୟା ତିଥି ରେ ମାଁ କ୍ଷେତ୍ରପାଳ ଧବଳମୁଖୀ ବେଶ ରେ ଦର୍ଶନ ଦେଇଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୈଦ୍ୟନାଥ ଗ୍ରାମ ମୁଣ୍ଡ ରେ ଅବସ୍ଥିତ ମାଁ କ୍ଷେତ୍ରପାଳ ଆଜିର ଦିନରେ ଭକ୍ତ ଙ୍କୁ ଧବଳମୁଖୀ ବେଶ ରେ ଦର୍ଶନ ଦେଇଥାନ୍ତି l ମାଁ ଙ୍କ ଦର୍ଶନ ପାଇଁ ଏହି ଦଶହରା ସମୟ ରେ କ୍ଷେତ୍ରପାଳ ଙ୍କ ମନ୍ଦିର ରେ ଭକ୍ତ ଙ୍କ ଗହଳି ଲାଗିରହିଥାଏ l ଏଠାରେ ରୀତିନୀତି ଅନୁଯାୟୀ ମାଁ ଙ୍କ ପୂଜାର୍ଚ୍ଚନା କରାଯାଇଥାଏ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *