December 21, 2025
Home » ବୈଦିକ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରୋଫେସର ଡକ୍ଟର ହରିହର କାନୁନଗୋ ସମ୍ବର୍ଦ୍ଧିତ

ବୈଦିକ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରୋଫେସର ଡକ୍ଟର ହରିହର କାନୁନଗୋ ସମ୍ବର୍ଦ୍ଧିତ

0
WhatsApp Image 2025-11-29 at 6.45.01 AM

 ପ୍ରଫେସର ହରିହର କାନୁନଗୋ  ଓଡ଼ିଶା ମାଟିର ବରିଷ୍ଠ ସ୍ତମ୍ଭକାର , ଶିକ୍ଷାବିତ , ଜଗନ୍ନାଥ ସଂସ୍କୃତି ର ବିଶେଷଜ୍ଞ , ଓଡ଼ିଆ ଭାଷା ପ୍ରତିଷ୍ଠାନ ର ପ୍ରାକ୍ତନ ନିର୍ଦ୍ଦେଶକ , ତାମିଲନାଡୁ ତିରୁବନ୍ନ ମଲାଇ ସ୍ଥିତ ବୈଦିକ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରୋଫେସର ଡକ୍ଟର ହରିହର କାନୁନଗୋ ଙ୍କୁ  ଭେଟ ହୋଇ ମହାଶୟ ଙ୍କୁ ସମ୍ବର୍ଦ୍ଧିତ ଓ ଯୁଗ ନିର୍ମାଣ ସତ୍ ସଙ୍କଳ୍ପ ଓ ସମଗ୍ର ବିଶ୍ବକୁ ଭାରତ ର ଅଜସ୍ର ଅନୁଦାନ ପୁସ୍ତକ ଉପହାର ସ୍ବରୂପ ପ୍ରଦାନ କରିବା ଅବସରରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଓଡ଼ିଶା ର ରାଜ୍ୟ ଯୋଗ ସଂଯୋଜକ ଯୋଗାଚାର୍ଯ୍ୟ ଡକ୍ଟର ବିଶ୍ୱ ରଞ୍ଜନ ରଥ।।

#Bhubaneswar वयं राष्ट्रे जागृयाम पुरोहिताः’ – 98 | “ବୟଂ ରାଷ୍ଟ୍ର ଜାଗୃୟାମ ପୁରୋହିତଃ ” – ୯୮ | ” Janma Shatabdi Varsh” (birth centenary year) AWGP – 2026 ପରମ ପୂଜ୍ୟ ଗୁରୁଦେବ ପଣ୍ତିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଙ୍କ ସାଧନା ସଙ୍କଳ୍ପ ର ଶତାବ୍ଦୀ , ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଙ୍କ ଜନ୍ମ ଶତାବ୍ଦୀ ଏବଂ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ଶତାବ୍ଦୀ ବର୍ଷ – ୨୦୨୬ ଉପଲକ୍ଷେ ପ୍ରଵୃଦ୍ଧ ବର୍ଗ ସମ୍ପର୍କ ଅଭିଯାନ – ୯୮ | ମାର୍ଗ ଦର୍ଶକ – ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ , ହରିଦ୍ଵାର | #NationFirst | ଖୋର୍ଦ୍ଧା | ଆମର ସଂକଳ୍ପ – “ଯୋଗ ଯୁକ୍ତ, ପ୍ରଜ୍ଞାନ ଯୁକ୍ତ – ନିଶା ମୁକ୍ତ, ଦୁର୍ନୀତି ମୁକ୍ତ ” ଓଡ଼ିଶା ।।

 

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *