December 21, 2025
Home » ଶେଷ ହେଇଛି ଚଳଚିତ୍ର ଜୀବନ୍ୟାସ ର ସୁଟିଂ

ଶେଷ ହେଇଛି ଚଳଚିତ୍ର ଜୀବନ୍ୟାସ ର ସୁଟିଂ

0
WhatsApp Image 2025-12-04 at 11.31.23 AM

ଭୁବନେଶ୍ୱର ନିକଟ ଅଙ୍ଗାରପଡ଼ା ଗ୍ରାମ ରେ ଶେଷ ହେଇଛି ଚଳଚିତ୍ର ଜୀବନ୍ୟାସ ର ସୁଟିଂ।ଏକ ନିଆରା ଭିନ୍ନ କାହାଣୀକୁ ନେଇ ବିଶ୍ଵରୂପ ସିନେମାଟିକ ଆର୍ଟସ ତରଫରୁ ଏହି ଚଳଚ୍ଚିତ୍ର ନିର୍ମାଣ ହେଉଛି।ଏଥିରେ ଅଭିନୟ କରିଛନ୍ତି ପ୍ରଭଞ୍ଜନ ମିଶ୍ର,ଦିଲୀପ ଦାସ,ସମିତା ମହାନ୍ତି, ସୁଶିଲ ମିଶ୍ର,ଭାସ୍ଵତି ବସୁ,ପ୍ରସନ୍ନ ସେଠୀ, ସୁଶ୍ରୀ ମିଶ୍ର, ପ୍ରିନ୍ସ ପରିଜା, ମୁନା ଦାସ ଓ ବହୁ ଅନ୍ୟାନ୍ୟ ଜଣାଶୁଣା କଳାକାର।

ଏହାର ଚିତ୍ରଗ୍ରହଣ କରିଛନ୍ତି ସୁବ୍ରତ ବାହିନୀପତି ଓ କାହାଣୀ,ସଂଳାପ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ଵରୂପ ଦାସ। ଜୀବନ୍ୟାସ ଚଳଚ୍ଚିତ୍ରଟି ନିଶ୍ଚିତ ଭାବେ ଦର୍ଶକଙ୍କ ଆଦୃତ ଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଆଶା ବ୍ୟକ୍ତ କରାଯାଇଛି।ଏବେ ଏହାର ସମ୍ପାଦନା କାର୍ଯ୍ୟ ଦୃତଗତି ରେ ଆଗେଇ ଚାଲିଛି।

Leave a Reply

Your email address will not be published. Required fields are marked *