ବରିଷ୍ଠ ସାମ୍ବାଦିକ ଅସୁସ୍ଥ
ରାଜ୍ୟର ପୁରାତନ ସମ୍ବାଦ ଓ ଫଟୋ ସରବରାହ ସଂସ୍ଥା ତଥା ୱେବ୍ ଆଣ୍ଡ ପୋର୍ଟାଲ ଓ ଇପିଏ ଉଇକ୍ଲିର ବାର୍ତ୍ତା ସମ୍ପାଦକ ମୂରଲୀଧର ମିଶ୍ର ସଂପ୍ରତି ଦୃଷ୍ଟିଶକ୍ତି ଜନିତରେ ପୀଡିତ ହୋଇ ଚିକିତ୍ସାଧିନ ଅଛନ୍ତି। ସେ କଟକ ସ୍ଥିତ ମଡର୍ଣ୍ଣ ଆଇ କେୟାର ଓ ସୁପର ସ୍ପେଶାଲିଟି କ୍ଲିନିକ୍ ର ସୁନାମଧନ୍ୟ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ଦେ ତାଙ୍କର ଅସ୍ତ୍ରୋପଚାର କରିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ଶ୍ରୀ ମିଶ୍ର ଦୁଇ ସପ୍ତାହ ବିଶ୍ରାମ ନେଇଛନ୍ତି। ତାଙ୍କର ବହୁ ଶୁଭେଚ୍ଛୁ, ହିତାକାଂକ୍ଷୀ ଓ ସାମ୍ବାଦିକ ବନ୍ଧୁମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
