April 11, 2026
Home » ଓପିଟିସିଏଲ କଳାକାର ମାନଙ୍କ ଦ୍ଵାରା ନାଟକ ” ଜମଦରବାର “

ଓପିଟିସିଏଲ କଳାକାର ମାନଙ୍କ ଦ୍ଵାରା ନାଟକ ” ଜମଦରବାର “

0
WhatsApp Image 2026-04-11 at 4.38.29 AM

ଭୁବନେଶ୍ବର- ଓପିଟିସିଏଲ କଳାକାର ମାନଙ୍କୁନେଇ ଓପିଟିସିଏଲ କ୍ଲବ ରେ ମଞସ୍ତ ହୋଇଥିଲା ଏକ ସଚେତନ ଧର୍ମି ନାଟକ ଜମଦରବାର। ନାଟକ ରେ ଜମଦରବାର ରେ ପାପ ପୂନୟ ର ବିଚାର ହେଉଥିବା ବେଳେ କିପରି ଜଣେ ହେଲମେଟ ନପିନ୍ଧି ଦୁର୍ଘଟଣା ସିକାର ହେଉଛନ୍ତି ଏବଂ ଆଉଜଣେ ନିଜର ପୁଅ ବିଦ୍ୟୁତ ବିଭାଗ ରେ ସୁରକ୍ଷା କବଚ ନପିନ୍ଧି କାର୍ଯ୍ୟରତ ଥିବାବେଳେ ଦୁର୍ଘଟଣାର ସିକାର ହୋଇ ଜିବନ ଜାଉଛି ଓ ଏମାନେ ଜମଦରବାରକୁ ଜାଇ ଜମକୁନୟାୟ ମାଗିଛନ୍ତି, କାହିକି ଏମାନଙ୍କୁ ଆପଣଙ୍କ ଦୁତ ଧରି ଆସିଲେ।ଏହାପରେ ଜମ ଚିତ୍ର ଗୁପ୍ତ କୁ କଣ ହୋଇଛି କହିବାପରେ ଚିତ୍ର ଗୁପ୍ତ ପ୍ରାଞ୍ଜଳ ଭାବରେ କହିଛନ୍ତି ମହାରାଜ ସେ ଭଉଣୀକଂ ଭାଇ ମୁଣ୍ଡ ରେ ହେଲମେଟ ପିନ୍ଧି ନଥିଲେ ତେଣୁ ଦୁର୍ଘଟଣା ହେଲା ଓ ହରିଆ ମଉସା କଂ ପୁଅ ବିଦ୍ୟୁତ ବିଭାଗ ରେ କାର୍ଯ୍ୟରତ ଥିବା ସମୟରେ କୌଣସିପ୍ରକାର ସୁରକ୍ଷିତ ସାମଗ୍ରି ପିନ୍ଧିନଥିବା ଜୋଗୁ ମୃତ୍ଯୁବରଣ ହୋଇଛି। ଜଦି ସୁରକ୍ଷିତ ସାମଗ୍ରି ପିନ୍ଧି ଥାନ୍ତେ ତେବେ ଦୁର୍ଘଟଣା ଘଟିନଥାନ୍ତା। ଏହାପରେ ନିଜର ପିଲାମାନଙ୍କର ଭୁଲ ବୁଝିପାରି ବସିଥିବା ଦର୍ଶକ ମାନଙ୍କୁ ଅନୁରୋଧ କରୁଛନ୍ତି। ଆପଣ ମାନେ ସପଥ କରନ୍ତୁ ଜେପରି ଆପଣଙ୍କ ପୁଅ, ଝିଅ ମାନେ ଗାଡିଚଲାଇବା ବେଳେ ହେଲମେଟ ପିନ୍ଧିବେ, ଓ ବିଦ୍ୟୁତ ବିଭାଗ ରେ କାମ କଲାବେଳେ ସୁରକ୍ଷିତ ସାମଗ୍ରି ପିନ୍ଧି କାମକରିବେ।ନାଟକ ର ଗତି ଏହିପରି ଗଡିଚାଲିଲା। ଦର୍ଶକ ଏ ନାଟକ ଟିକୁ ଭୁୟସି ପ୍ରସଂସା କରିଥିବାବେଳେ ଶେଷରେ,ଆର୍ଥିକ ବିଭାଗ ସିନିୟର ଜିଏମ ସମ୍ବିତ କୁମାରସାମନ୍ତ,ଓ ମାନବସମ୍ବଳ ସିଜିଏମ ଶ୍ରୀମତୀ ଅନିତା ମହାପାତ୍ର କଳାକାର ମାନଙ୍କୁ ଉତରିଦେଇ ପ୍ରସଂସା କରିଥିଲେ।ଜମଭୁମିକାରେ ଦାମଦୋର ମିଶ୍ର,,ଧର୍ମ- ଶିବ ପଟ୍ଟନାୟକ, ଚିତ୍ର ଗୁପ୍ତ- ସୌମେନ୍ଦ୍ର ମହାପାତ୍ର, ଭାଇ ଜଗା- ରାଜେଶ ସାହୁ,ରତ୍ନାକର- ଶିବ ପଟ୍ଟନାୟକ ଦୁତ- ଏ.ସଞୟ, ସୁଭଦ୍ରା- ସୁପ୍ରିୟା ସ୍ଵାଇଁ, ନୃତ୍ୟନିରଦେସନା – ଗୁରୁ ମାଷ୍ଟର। ନାଟକ ପରିକଳ୍ପାନା ଓ ରଚନା ଆଡଭୋକେଟ ଅକ୍ଷୟ କୁମାର ତ୍ରିପାଠୀ ,ନିର୍ଦେଶନା ଦାମ ମିଶ୍ର, ସହଯୋଗ ରବି ଦାସ।

Leave a Reply

Your email address will not be published. Required fields are marked *