June 6, 2026
Home » ସରବତ୍ ବନଟନ୍ କାର୍ଯ୍ୟକ୍ରମ୍

ସରବତ୍ ବନଟନ୍ କାର୍ଯ୍ୟକ୍ରମ୍

0
WhatsApp Image 2026-06-06 at 5.17.14 PM

ପୁର୍ବ ନିର୍ଦ୍ଧାରିତ୍ ସରବତ୍ ବନଟନ୍ କାର୍ଯ୍ୟକ୍ରମ୍ ଆଏଜ୍ ତା ୦୬୦୬-୨୦୨୬ ସଏନବାର୍ ଦିନ ଅନୁସ୍ଠିତ୍ ହେଇଥିଲା ବସଟେନ୍ (ଘଡିଟାବାର୍) ଭେଡେନ୍ ଠାନେଁ ସଖାଲ୍ ବେଲା ଠିକ୍ ୧୦ ବଜେ କେ।ଆମର୍ ଇ କାର୍ଯ୍ୟକ୍ରମ୍ କେ ଆନୁସ୍ଠାନିକ୍ ଭାବେଁ ଫିତା କାଟିଁ ଉଦଘାଟନ୍ କରିଥିଲେ ୟୁକୋ ବ୍ୟାଙ୍କ ମେନେଜର୍ ସ୍ରିମାନ୍ ସୁଦାମ୍ ସୁଦନ୍ ସାହୁ। ଅମୃତ୍ କୁଟୁମ୍ ସଭାପତି ସ୍ରି ଆନନ୍ଦ ଚନ୍ଦ୍ର ସୁନା ଙ୍କର୍ ସଭାପତିତ୍ବରେ ସଭା ମୁଲ୍ ହେଲା।ଆର୍ ସଭାପତି ଙ୍କର୍ ଅନୁରୋଧ୍ କ୍ରମେଁ ଅମୃତ୍ କୁଟୁମ୍ ଉପଦେସ୍ଟା ସ୍ରି ଉପ୍ତନ୍ନ କୁମାର୍ ଭୋଇ ସଭା କେ ପରିଚାଳନା କରିଥିଲେ ।

ଧନ୍ ମନ୍ ତନ୍ ଦେଇକରିଁ ଜେନ୍ ମାନେଁ ସହଯୋଗ୍ କରିଥିଲେ ସ୍ରି ସେସଦେବ୍ କର୍ଣ୍ଣ ସ୍ରି ଭବାନି ପାଢି ସ୍ରି ମନୋଜ୍ ରଥ ସ୍ରି ଲଲିତ୍ ସାହୁ ସ୍ରି ତୋସବନ୍ତ ବେହେରା(ଘଡି)ସ୍ରି ଘନସ୍ଯାମ୍ ଅଗ୍ରୱାଲ ସ୍ରି ଗୋପି ମେହେର୍ ସ୍ରି କିସୋର୍ ମେହେର୍ ସ୍ରି ପ୍ରହଲ୍ଲାଦ୍ ମେହେର୍ ସ୍ରି ହିରା ମହାକୁର୍ ସ୍ରି ଟୁକୁନା ସାହୁ ସ୍ରି ପ୍ରଭାତ୍ ସାହୁ ସ୍ରି ହିରୋ କୁମ୍ଭାର୍ ସ୍ରି ସରୋଜ୍ ସାଗର୍ ସ୍ର…

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *