ପୁସ୍ତକ ପ୍ରଦାନ କଲେ ପୂର୍ବତନ ବୌଦ୍ଧ ଜିଲ୍ଲା ସଭାପତି
ସୁବର୍ଣ୍ଣପୁର —ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ଲୋକ ସେବା ହିଁ ସଂକଳ୍ପ ‘” “12 ବର୍ଷ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣ ର, ଓ “ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓଡିଶା ମୋହନ ଚରଣ ମାଝୀ ଙ୍କ 2 ବର୍ଷ ବିକାଶ ର ଧାରା, ଓଡିଶା ସାରା ସମ୍ବନ୍ଧିତ 2 ଗୋଟି ପୁସ୍ତକ ତିନିଜଣ ବୌଦ୍ଧ ର ବୁଦ୍ଧିଜୀବୀ, ସମ୍ମାନସ୍ପଦ ଡମ୍ବରୁ ଧର ଭୋଇ ସେବାନିବୃତ୍ତ ଅଧ୍ୟକ୍ଷ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ, ପ୍ରଶାନ୍ତ କୁମାର ମହାପାତ୍ର, ସେବାନିବୃତ୍ତ, ଅଧ୍ୟକ୍ଷ, ପଂଚାୟତ ମହାବିଦ୍ୟାଳୟ ବୌଦ୍ଧ , ତଥା ସୁନ୍ଦର ପ୍ରକାଶ , ଚାଟାର୍ଡ଼ ଏକାଉଣ୍ଟlଣ୍ଟ ବୌଦ୍ଧ ଙ୍କୁ ଦୁଇ ଟି ଲେଖାଏଁ ପୁସ୍ତକ ପ୍ରଦାନ ମହାନୁଭବ ଙ୍କ ବାସ ଭବନ ରେ ସାକ୍ଷାତ କରି ପ୍ରଦାନ କରିଛନ୍ତି ପୂର୍ବତନ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
