July 12, 2026
Home » ପୁରୀରେ ଇସ୍କନ୍ କୁ ଜୋରଦାର ବିରୋଧ ଆରମ୍ଭ

ପୁରୀରେ ଇସ୍କନ୍ କୁ ଜୋରଦାର ବିରୋଧ ଆରମ୍ଭ

0
Screenshot 2026-07-12 144641

ପୁରୀରେ ଇସ୍କନ୍ କୁ ଜୋରଦାର ବିରୋଧ ଆରମ୍ଭ ହୋଇଛି। ପୁରୀ ବାସିନ୍ଦା ମାନେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ବିରୋଧ ଇସ୍କନ କୁ ବିରୋଧ କରିଛନ୍ତି। ପୁରୀ ବୁଦ୍ଧିଜୀବୀ, ଆଇନଜୀବି ଓ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ଇସ୍କନ ଅନୁଗାମୀଙ୍କୁ ବିରୋଧ କରାଯାଇଛି । ଶରଧାବାଲି ନିକଟ ରେ
ଏକ ଗାଡ଼ିରେ ମହାପ୍ରଭୁଙ୍କ ଫୋଟୋ ସହିତ ଶଙ୍ଖ, ମାଳି, ବହି ବିକ୍ରି କରୁଥିବା ଦୁଇ ଇସ୍କନ ଧର୍ମାବଲମ୍ବୀଙ୍କୁ ବିରୋଧ କରାଯାଇଛି। ଇସ୍କନ କୁ ବାରମ୍ବାର ଅଦିନିଆ ରଥଯାତ୍ରା ଆୟୋଜନ ବନ୍ଦ ପାଇଁ ଗଜପତି ମହାରାଜା ଅନୁରୋଧ କରି ଚିଠି ଲେଖିବା ପରେ ଇସ୍କନ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଯାହାକୁ ନେଇ ଜଗନ୍ନାଥପ୍ରେମୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଗାମୀ ରଥଯାତ୍ରା ରେ ପୁରୀ ଇସ୍କନ ଅନୁଗାମୀ କୁ କଡା ବିରୋଧ କରାଯିବ ବୋଲି ଜଗନ୍ନାଥପ୍ରେମୀ କହିଛନ୍ତି।

Leave a Reply

Your email address will not be published. Required fields are marked *