ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବାଲୁକା ଆନିମେସନ
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପୁରୀ ରେ ରଙ୍ଗୀନ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି |ଏହି ବାଲୁକା କଳା କରିବାକୁ ମାନସ ସାହୁ ଙ୍କୁ ୧୫ମିନଟ ସମୟ ଲାଗିଥିଲା ଏଥିରେ ସ୍ୱାଧୀନ ଭାରତ ପାଇଁ ବଳିଦାନ ଦେଇଥିବା ବୀର ପୁରୁଷ ମାନଙ୍କୁ ମନେପକାଇବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ସମସ୍ତଙ୍କୁ ସ୍ୱାଧୀନତା ଦିବସ ର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି |
