September 21, 2024
Home » ଏସ ଏସ ଜି ଗ୍ରୁପ ପ୍ରେସିଡେଣ୍ଟ ଙ୍କୁ ଆକ୍ରମଣ

ଏସ ଏସ ଜି ଗ୍ରୁପ ପ୍ରେସିଡେଣ୍ଟ ଙ୍କୁ ଆକ୍ରମଣ

0

କେନ୍ଦୁଝର ଜିଲ୍ଲା ର ମଣ୍ଡୁଆ ବ୍ଲକ ssg group ର ec ପ୍ରେସିଡେଣ୍ଟ ଝରଣା ସାହୁ ଙ୍କୁ ମାଡ ମାରିଛନ୍ତି ତାଙ୍କରି group ର ନୂଆ ମେମ୍ବର ମାନେ l ଖବର ଅଛି ଯେ ବିନା ଜଣେଇ BM ec group ରୁ ପ୍ରେସିଡେଣ୍ଟ ସହ ଆଠ ଜଣ ମେମ୍ବର ଙ୍କୁ ତାଙ୍କ ପଦବୀ ରୁ ବାହାର କରି ନୂଆ ମେମ୍ବର ରଖି ଦେଇଛନ୍ତି l

ଯେତେ ବେଳେ ବାହାର କରା ଯାଇଥିବା ମେମ୍ବର ବାହାର କରିବାର କାରଣ ପଚାରିଲେ BM, ପ୍ରେସିଡେଣ୍ଟ ଯିଏ କି ଜଣେ ମହିଳା ଙ୍କୁ ହାଥ ଧରି ଟାଣିକି ଅନ୍ୟ ମହିଳା ଙ୍କ ଭିଡ ରେ ଠେଲି କହିଲେ ମାର ୟାକୁ ଏବଂ ମହିଳା ମାନେ ପ୍ରେସିଡେଣ୍ଟ ଙ୍କୁ ଖୁବ ପିଟି ଦେହ ହାତ ଖଣ୍ଡିଆ- ଖାବ୍ରା କରି ଦେଇଛନ୍ତିl ଗାଁ ର ଜଣେ ଯୁବକ ପୀଡିତା ମହିଳା ମାନଙ୍କୁ ଗାଁ ରୁ ବାହାରି ଯିବାକୁ ଧମକ ଦେଇଥିଲା l ପୀଡିତା ମହିଳା ମାନେ ଥାନା ରେ ଅଭିଯୋଗ କରିଛନ୍ତି l

 

କେନ୍ଦୁଝର ରୁ ଓ ଭି ରଞ୍ଜନା ଙ୍କ ରିପୋର୍ଟ l
ଇ ପି ଏ (ଇଷ୍ଟର୍ଣ ପ୍ରେସ ଏଜେନସି )

Leave a Reply

Your email address will not be published. Required fields are marked *