August 20, 2026
Home » Archives for EPA editor » Page 130

EPA editor

ଡୁଙ୍ଗୁରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ : ୬୯ଟି ଦରଖାସ୍ତ ଗ୍ରହଣ l

  ସୁବର୍ଣ୍ଣପୁର--- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଚେରୁପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ...

ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର,: ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଏକାଧାରରେ ଆଦର୍ଶ ସୁଶାସକ, ପ୍ରଜାବତ୍ସଳ ଓ ଦୂରଦ୍ରଷ୍ଟା ରାଜା, ବିଚକ୍ଷଣ...

ସୋନପୁର ରେ ସେକ୍ସ ରାକେଟ ଠାବ

ହୋଟେଲ ରେ ଚାଲିଥିଲା ଦେହ ବ୍ୟବସାୟ, ମାଡ଼ିବସିଲା ପୋଲିସ l   ସୁବର୍ଣ୍ଣପୁର --- ବେଧଡ଼କ ଭାବରେ ଚାଲିଥିଲା ଦେହ ବ୍ୟବସାୟ l ରାତି ଅଧରେ ମାଡ଼ିବସିଲା...

କୋହଲା ନୃତ୍ୟ ତାଳେ ତାଳେ ଶ୍ରୀହରିଙ୍କ ଗୁଣ‌ଗାନ

  ଛତ୍ରପୁର ଆରାଧ୍ୟ ଦେବୀ ମା' ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ବଡ଼ ଧୂମଧାମରେ ଚାଲିଛି। ଏହି ଅବସରେ ସ୍ଥାନୀୟ ପୁତିଗୋପାଳପୂର ସ୍ଥିତ ଏଲଆଇସି କଲୋନୀ ନିକଟରେ ଜୈନକ...

ପାରାଦୀପ ନଗର କଂଗ୍ରେସ ତରଫରୁ ଏକ ଶାନ୍ତିପୂଣ୍ଣ ମଶାଲ ଶୋଭାଯାତ୍ରା

ପାରାଦୀପ - ସଂସଦରେ ପାରିତ ହୋଇଥିବା ନାରୀ ବନ୍ଦନ ଅଧିନୀୟମକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ପାରାଦୀପ ନଗର କଂଗ୍ରେସ ତରଫରୁ ଏକ ଶାନ୍ତିପୂଣ୍ଣ ମଶାଲ ଶୋଭାଯାତ୍ରା...

ସମର୍ପଣ ବୃଦ୍ଧାଶ୍ରମରେ ଜନ୍ମଦିବସ ପାଳିଲେ ବିଧାୟକଙ୍କ ପତ୍ନୀ

ନୟାଗଡ଼  ( ଇପିଏ ) ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ହେଉଛି ବୟୋଜ୍ୟେଷ୍ଠ, ନିସହାୟ, ଅସହାୟ ମାନଙ୍କର ସହାୟ।ଯେଉଁଠାରେ ୫୦ ଜଣ ଅନ୍ତେବାସୀ ବୃଦ୍ଧବୃଦ୍ଧା ଆଶ୍ରୟ...

ଭୁବନେଶ୍ୱରରେ ମାଗଣା ସ୍ୱାସ୍ଥ୍ୟ ଶିବିର: ମେୟରଙ୍କ ଦ୍ୱାରା ଉଦ୍ଘାଟିତ, ୨୦୦ରୁ ଅଧିକ ଉପକୃତ

  ଭୁବନେଶ୍ୱର, : ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚ ଓ କଳିଙ୍ଗ ହସ୍ପିଟାଲଙ୍କ ମିଳିତ ଆନୁକୂଲ୍ୟରେ ଆଜି ସକାଳ ୮ ଘଟିକାରେ ବିଏମସି ୱାର୍ଡ ନଂ-୬୧,...

ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଲୋଚନା ଚକ୍ର              

 'ମୋ ସ୍ବପ୍ନର ନୟାଗଡ଼' ନୟାଗଡ଼ : (ଇପିଏ ) ନୟାଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ଓ ପ୍ରଗତି ପାଇଁ ଏକ ସକାରାତ୍ମକ ପ୍ରୟାସ ଆରମ୍ଭ କରିଛି ନୟାଗଡ...

ସରକାର ଆଗୁଆ ବିଜୁଳି ସମିକ୍ଷା କରିଥିଲେ ଭୟଙ୍କର ଗରମରେ ଲୋକେ ହସ୍ତସନ୍ତ ହୋଇନଥାନ୍ତେ

ଭୁବନେଶ୍ୱର : ଓଡ଼ିଶାରେ ଦେଖାଦେଇଥିବା ଭୟଙ୍କର ବିଦ୍ୟୁତ ସଂକଟ ଓ ଏହାକୁ ନେଇ ସାରା ରାଜ୍ୟବାସୀ ହେଉଥିବା ଅକଥନୀୟ ଦୁର୍ଦ୍ଦଶା ଉପରେ କଂଗ୍ରେସ ଭବନରେ ଏକ ସାମ୍ବାଦିକ...

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।